ଭର୍ତ୍ତୃହରିଙ୍କ ମନ୍ତବ୍ୟ ପରିସ୍ଥିତିକୁ ଜଟିଳ କଲା; ସୁବାସ

କଟକ (ଓଡ଼ିଶା ରିପୋର୍ଟର): କଟକରେ ଦୁର୍ଗା ମୂର୍ତ୍ତି ଉଚ୍ଚତା ୪ ଫୁଟରୁ ଅଧିକ ନହେବା ନେଇ ରାଜ୍ୟ ସରକାର ଏସଓପି ଜାରି କରିବା ପରେ ବିବାଦ ତେଜିବାରେ ଲାଗିଛି। ରାଜ୍ୟ ସରକାରଙ୍କର ଏହି ନିଷ୍ପତ୍ତିକୁ କଟକ ସାଂସଦ ଭର୍ତ୍ତୃହରି ମହତାବ ଶାନ୍ତି କମିଟି ବୈଠକରେ ବିରୋଧ କରିଥିଲେ। ସାଂସଦଙ୍କ ଏପରି ମନ୍ତବ୍ୟ ପରେ ବିଜେଡି ନେତା ଦେବାଶିଷ ସାମନ୍ତରାୟ ତାଙ୍କୁ ଶାସ୍ତ୍ର ପାଠ ପଢ଼ାଇଥିଲେ। ଆଜି ବିଜେଡି ସାଂସଦ ସୁବାସ  ସିଂହ, ଭର୍ତ୍ତୃହରିଙ୍କ ମନ୍ତବ୍ୟକୁ ନାପସନ୍ଦ କରିବା […]

suvas-singh

suvas-singh

Tapaswini Nayak
  • Published: Saturday, 18 September 2021
  • Updated: 18 September 2021, 03:23 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): କଟକରେ ଦୁର୍ଗା ମୂର୍ତ୍ତି ଉଚ୍ଚତା ୪ ଫୁଟରୁ ଅଧିକ ନହେବା ନେଇ ରାଜ୍ୟ ସରକାର ଏସଓପି ଜାରି କରିବା ପରେ ବିବାଦ ତେଜିବାରେ ଲାଗିଛି। ରାଜ୍ୟ ସରକାରଙ୍କର ଏହି ନିଷ୍ପତ୍ତିକୁ କଟକ ସାଂସଦ ଭର୍ତ୍ତୃହରି ମହତାବ ଶାନ୍ତି କମିଟି ବୈଠକରେ ବିରୋଧ କରିଥିଲେ। ସାଂସଦଙ୍କ ଏପରି ମନ୍ତବ୍ୟ ପରେ ବିଜେଡି ନେତା ଦେବାଶିଷ ସାମନ୍ତରାୟ ତାଙ୍କୁ ଶାସ୍ତ୍ର ପାଠ ପଢ଼ାଇଥିଲେ। ଆଜି ବିଜେଡି ସାଂସଦ ସୁବାସ  ସିଂହ, ଭର୍ତ୍ତୃହରିଙ୍କ ମନ୍ତବ୍ୟକୁ ନାପସନ୍ଦ କରିବା ସହ ତାଙ୍କ ମନ୍ତବ୍ୟ ପରିସ୍ଥିତିକୁ ଜିଟିଳ କଲା ବୋଲି ସମାଲୋଚନା କରିଛନ୍ତି। ଏପରିକି ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ଶ୍ରୀ ସିଂହ।

ସେ କହିଛନ୍ତି, ଭର୍ତ୍ତୃହରିଙ୍କ ମନ୍ତବ୍ୟ ପରିସ୍ଥିତିକୁ ଜଟିଳ କଲା। ପୂଜା ସମୟରେ ଏପରି ମନ୍ତବ୍ୟ ଦେବା ଉଚିତ୍ ନଥିଲା। ସରକାର କୋଭିଡ୍‌ ସମୟରେ ଲୋକଙ୍କ ଜୀବନରକ୍ଷା ପାଇଁ କଟକଣା ଜାରି କରିଛନ୍ତି। ଏହାକୁ ନେଇ ରାଜନୀତିକରଣ ଓ ମତ ପାର୍ଥକ୍ୟ କରିବା ଉଚିତ ନଥିଲା। ଓଡ଼ିଶାର ଗୋଟିଏ ଲୋକର ଜୀବନ ମୂଲ୍ୟବାନ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଜୀବନଜୀବିକାକୁ ଆଧାର କରି ରାଜ୍ୟ ସରକାର ପାର୍ବଣକୁ ନେଇ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ଆମେ ସମସ୍ତେ ମିଳିମିଶି କରୋନାର ମୁକାବିଲା କରୁଛୁ ବୋଲି ଶ୍ରୀ ସିଂହ କହିଛନ୍ତି।

ସୂଚନାଯୋଗ୍ୟ, କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ଦେଖି ରାଜ୍ୟ ସରକାର ପାର୍ବଣ ଗାଇଡ୍‌ଲାଇନ୍‌ ଜାରି କରିଥିଲେ। ମୂର୍ତ୍ତିର ଉଚ୍ଚତା ୪ ଫୁଟ ଭିତରେ ସୀମିତ ରଖିବା ପାଇଁ ସରକାର ନିଷ୍ପତ୍ତି ନେଇଥିଲେ। ସରକାରଙ୍କ ଏପରି ନିଷ୍ପତ୍ତି ହାସ୍ୟାସ୍ପଦ ବୋଲି ବିଭିନ୍ନ ପୂଜା କମିଟି ସଦସ୍ୟ ଓ ବିରୋଧୀ କଂଗ୍ରେସ ଏବଂ ବିଜେପି କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story