ଜାତିସଂଘ ଅଧିବେଶନରେ ଯୋଗଦେବେ ଶ୍ରୀ ଅଖଣ୍ଡ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜଣାଶୁଣା ମାନବିକ ଅଧିକାର କର୍ମୀ ଶ୍ରୀ ଅଖଣ୍ଡ ଜାତିସଂଘ ମାନବିକ ଅଧିକାର ପରିଷଦର ୪୩ତମ ଅଧିବେଶନରେ ଯୋଗଦେବେ। ଏଥିପାଇଁ ସେ ଆସନ୍ତା ୭ ତାରିଖରେ ନୂଆଦିଲ୍ଲୀରୁ ସ୍ୱିଜରଲାଣ୍ଡର ଜେନିଭା ସହରକୁ ଯାତ୍ରା କରିବେ। ଜେନିଭାରେ ଜାତିସଂଘ ମାନବିକ ଅଧିକାର ପରିଷଦର ମୁଖ୍ୟାଳୟରେ ଗତ ୨୪ରୁ ମାର୍ଚ୍ଚ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ମାନବିକ ଅଧିକାର ପରିଷଦରେ ସେ ଯୋଗଦେବେ। ଜେନିଭାରେ ଜାତିସଂଘ ମାନବିକ ଅଧିକାର ପରିଷଦରେ ବିଭିନ୍ନ ଦେଶର ମାନବିକ ଅଧିକାର ସ୍ଥିତି […]

shree

shree

Manoranjan Sial
  • Published: Tuesday, 03 March 2020
  • Updated: 03 March 2020, 04:34 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜଣାଶୁଣା ମାନବିକ ଅଧିକାର କର୍ମୀ ଶ୍ରୀ ଅଖଣ୍ଡ ଜାତିସଂଘ ମାନବିକ ଅଧିକାର ପରିଷଦର ୪୩ତମ ଅଧିବେଶନରେ ଯୋଗଦେବେ। ଏଥିପାଇଁ ସେ ଆସନ୍ତା ୭ ତାରିଖରେ ନୂଆଦିଲ୍ଲୀରୁ ସ୍ୱିଜରଲାଣ୍ଡର ଜେନିଭା ସହରକୁ ଯାତ୍ରା କରିବେ। ଜେନିଭାରେ ଜାତିସଂଘ ମାନବିକ ଅଧିକାର ପରିଷଦର ମୁଖ୍ୟାଳୟରେ ଗତ ୨୪ରୁ ମାର୍ଚ୍ଚ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ମାନବିକ ଅଧିକାର ପରିଷଦରେ ସେ ଯୋଗଦେବେ।

ଜେନିଭାରେ ଜାତିସଂଘ ମାନବିକ ଅଧିକାର ପରିଷଦରେ ବିଭିନ୍ନ ଦେଶର ମାନବିକ ଅଧିକାର ସ୍ଥିତି ଓ ସରକାରଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରାଯାଇଥାଏ। ବିଭିନ୍ନ ଦେଶର ମାନବିକ ଅଧିକାର ସଂସ୍ଥା ଓ ମାନବିକ ଅଧିକାର କର୍ମୀମାନେ ଯୋଗଦେଇ ଏସବୁକୁ ନିରୀକ୍ଷଣ କରିଥାନ୍ତି। ସେଠାରେ ହେବାକୁ ଥିବା ବିଭିନ୍ନ ବୈଠକରେ ମଧ୍ୟ ନିଜର ମତ ଓ ବିଭିନ୍ନ ପ୍ରସଙ୍ଗରେ ପରିଷଦର ଦୃଷ୍ଟି ଆକର୍ଷଣ କରିଥାନ୍ତି। ଜାତିସଂଘର ଏହି ଅଧିବେଶନରେ ଅଖଣ୍ଡ ପ୍ରଥମ ଥର ପାଇଁ ଯୋଗ ଦେଉଛନ୍ତି। ସେ ଭାରତରେ ହେଉଥିବା ବିଭିନ୍ନ ମାନବିକ ଅଧିକାର ଉଲ୍ଲଂଘନ, ମାନବିକ ଅଧିକାର କର୍ମୀଙ୍କ ଉପରେ ହେଉଥିବା ଆକ୍ରମଣ ଆଦି ଉପରେ ପରିଷଦର ଦୃଷ୍ଟି ଆକର୍ଷଣ କରିବେ। ଅଖଣ୍ଡଙ୍କ ଏହି ଗସ୍ତ ପାଇଁ ତାଙ୍କୁ ବିଭିନ୍ନ ସଂଗଠନ ଓ ସାମାଜିକ କର୍ମୀମାନେ ଅଭିନନ୍ଦନ ଜଣାଇବା ସହ ବିଭିନ୍ନ ପ୍ରସଙ୍ଗରେ ତଥ୍ୟ ଉପସ୍ଥାପନ କରିବା ପାଇଁ ମତ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story