ମୁଖ୍ୟମନ୍ତ୍ରୀଙ୍କୁ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଅନୁରୋଧ: ବରପଦା ଇଞ୍ଜିନୟରିଂ କଲେଜକୁ ସରକାର ନିଜ ହାତକୁ ନିଅନ୍ତୁ   

ଭୁବନେଶ୍ୱର:  ଭଦ୍ରକ ବରପଦା ସ୍ଥିତ ବିଏସଇଟି ଇଞ୍ଜିନୟରିଂ କଲେଜ ପ୍ରସଙ୍ଗ ନେଇ ମୁଖ୍ୟମନ୍ତ୍ରୀଙ୍କ ଭେଟିଛନ୍ତି ବିଧାୟକ ପ୍ରଫୁଲ ସାମଲ। ଏହି ଅବସରରେ କଲେଜର ପରିଚାଳନା ଦାୟିତ୍ୱ ସରକାର ନିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ସେ ଅନୁରୋଧ କରିଛନ୍ତି। ଗତ କିଛି ଦିନ ଧରି କଲେଜରେ ଯେଉଁ ସ୍ଥିତି ଉପୁଜିଛି ତାହା ସରକାରଙ୍କ ବିନା ହସ୍ତକ୍ଷେପରେ ସମାଧାନ ହୋଇପାରିବ ନାହିଁ ବୋଲି ସେ କହିଛନ୍ତି। କଲେଜରେ ଏବେ କମ୍ ସଂଖ୍ୟକ ଛାତ୍ରଛାତ୍ରୀ ଆଡମିଶନ କରୁଥିବାରୁ ବର୍ତ୍ତମାନର ନିୟମ ଅନୁସାରେ କର୍ମଚାରୀଙ୍କୁ […]

prafulla-samal

prafulla-samal

Rakesh Mallick
  • Published: Monday, 17 August 2015
  • Updated: 17 August 2015, 01:29 PM IST

Sports

Latest News

ଭୁବନେଶ୍ୱର:  ଭଦ୍ରକ ବରପଦା ସ୍ଥିତ ବିଏସଇଟି ଇଞ୍ଜିନୟରିଂ କଲେଜ ପ୍ରସଙ୍ଗ ନେଇ ମୁଖ୍ୟମନ୍ତ୍ରୀଙ୍କ ଭେଟିଛନ୍ତି ବିଧାୟକ ପ୍ରଫୁଲ ସାମଲ। ଏହି ଅବସରରେ କଲେଜର ପରିଚାଳନା ଦାୟିତ୍ୱ ସରକାର ନିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ସେ ଅନୁରୋଧ କରିଛନ୍ତି। ଗତ କିଛି ଦିନ ଧରି କଲେଜରେ ଯେଉଁ ସ୍ଥିତି ଉପୁଜିଛି ତାହା ସରକାରଙ୍କ ବିନା ହସ୍ତକ୍ଷେପରେ ସମାଧାନ ହୋଇପାରିବ ନାହିଁ ବୋଲି ସେ କହିଛନ୍ତି। କଲେଜରେ ଏବେ କମ୍ ସଂଖ୍ୟକ ଛାତ୍ରଛାତ୍ରୀ ଆଡମିଶନ କରୁଥିବାରୁ ବର୍ତ୍ତମାନର ନିୟମ ଅନୁସାରେ କର୍ମଚାରୀଙ୍କୁ ଦରମା ଦେବା ସମ୍ଭବ ନୁହେଁ। ଏଭଳି ସ୍ଥିତିରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସରକାର କଲେଜକୁ ନିଜ ହାତକୁ ନେବାକୁ ବିଏସଇଟି ସୋସାଇଟିର ସଭାପତି ପ୍ରଫୁଲ ସାମଲ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି।

ତେବେ ଏନେଇ ଆସନ୍ତାକାଲି ଅଲୋଚନା ହେବ। ପୂର୍ବରୁ ଏନେଇ ଦିଆଯାଇଥିବା ଦୁଇ ରିପୋର୍ଟକୁ ଆଧାର କରି ଆସନ୍ତାକାଲି ଆଲୋଚନା ହେବ ବୋଲି ଜଣାପଡିଛି। ଏଥିରେ ପରିଚାଳନା ସଦସ୍ୟ ଓ କ୍ଷତିଗ୍ରସ୍ତ କର୍ମଚାରୀମାନେ ଉପସ୍ଥିତ ରିହିବେ ବୋଲି ଜଣାପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story