ମୁଖ୍ୟ ପ୍ରଶାସକ ଓ ମନ୍ତ୍ରୀଙ୍କ ସୁରକ୍ଷା ପାଇଁ କମିଶନ ଗଠିତ: ବିଜୟ ମହାପାତ୍ର

ଭୁବନେଶ୍ୱର: ଶ୍ରୀଜୀଉଙ୍କ ନୀଳାଦ୍ରିବିଜେ ବେଳେ ହୋଇଥିବା ବିଶୃଙ୍ଖଳା ସମୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ କିଛି ସରକାରୀ ବଡ଼ ଅଫିସର ଉପସ୍ଥିତ ଥିଲେ। ତାଙ୍କୁ ସୁରକ୍ଷା ଦେବା ଲାଗି ଆଉ ଗୋଟିଏ କମିଶନ ସରକାର ଗଠନ କରି ଏହି ଘଟଣାଟିକୁ ବିଳମ୍ୱିତ କରୁଛନ୍ତି ବୋଲି ଆଜି ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ଅଭିଯୋଗ କରିଛନ୍ତି। ସେ କହିଛନ୍ତି,“ଜଗନ୍ନାଥ ମନ୍ଦିରର ପରିଚାଳନା ପାଇଁ ୧୯୫୨ ମସିହାରେ ‘ଜଗନ୍ନାଥ ଟେମ୍ପୁଲ୍‌ ଆକ୍ଟ’ ନାମକ ଏକ ଆଇନ ତିଆରି ହୋଇଥିଲା। ଏହି […]

bijaya

bijaya

Rakesh Mallick
  • Published: Friday, 22 July 2016
  • Updated: 22 July 2016, 02:49 PM IST

Sports

Latest News

bijayaଭୁବନେଶ୍ୱର: ଶ୍ରୀଜୀଉଙ୍କ ନୀଳାଦ୍ରିବିଜେ ବେଳେ ହୋଇଥିବା ବିଶୃଙ୍ଖଳା ସମୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ କିଛି ସରକାରୀ ବଡ଼ ଅଫିସର ଉପସ୍ଥିତ ଥିଲେ। ତାଙ୍କୁ ସୁରକ୍ଷା ଦେବା ଲାଗି ଆଉ ଗୋଟିଏ କମିଶନ ସରକାର ଗଠନ କରି ଏହି ଘଟଣାଟିକୁ ବିଳମ୍ୱିତ କରୁଛନ୍ତି ବୋଲି ଆଜି ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ଅଭିଯୋଗ କରିଛନ୍ତି।

ସେ କହିଛନ୍ତି,“ଜଗନ୍ନାଥ ମନ୍ଦିରର ପରିଚାଳନା ପାଇଁ ୧୯୫୨ ମସିହାରେ ‘ଜଗନ୍ନାଥ ଟେମ୍ପୁଲ୍‌ ଆକ୍ଟ’ ନାମକ ଏକ ଆଇନ ତିଆରି ହୋଇଥିଲା। ଏହି ଆଇନରେ ମନ୍ଦିରର ରୀତିନୀତି କେମିତି ହେବ, ସେବକ କ’ଣ କରିବେ, ପ୍ରଶାସନ କ’ଣ କରିବ ସବୁ କଥା ଏଥିରେ ଲେଖା ଯାଇଛି। ସେହି ଆଇନକୁ କାର୍ଯ୍ୟକାରୀ କରିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। କମିଶନ ଅଧିକା କିଛି କରିପାରିବେ ନାହିଁ।  ଆଇନରେ ଯାହା ବ୍ୟବସ୍ଥା ଅଛି ସରକାର ସେହି ଅନୁସାରେ କାର୍ଯ୍ୟକାରୀ କରୁ ନାହାନ୍ତି କାହିଁକି ?”

ସେ କହିଛନ୍ତି,“ନୀଳାଦ୍ରିବିଜେ ଦିନ ଯେଉଁ ଅଘଟଣ ଘଟିଲା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ର ଏକ କାଚ ଘରେ ବସି ଏହି ଘଟଣାକୁ ଉପଭୋଗ କରୁଥିଲେ।  ଜଗନ୍ନାଥ ମହାପ୍ରଭୁଙ୍କ ନୀଳାଦ୍ରିବିଜେ ହେଉଥିଲା  ନାଁ ସୁରେଶ ମହାପାତ୍ର ,ଆଇନ ମନ୍ତ୍ରୀ ଅରୁଣ ସାହୁ ଓ ଅନ୍ୟ ଅଫିସରମାନେ ସେଦିନ କ୍ରିକେଟ୍ ମ୍ୟାଚ୍‌ ଦେଖୁଥିଲେ। କ୍ରିକେଟ୍ ମ୍ୟାଚ୍‌ ଦେଖିବାକୁ ସେମାନ ସେଇଠି ବସି ନ ଥିଲେ। ମହାପ୍ରଭୁଙ୍କ ନୀତି ସୁରୁଖୁରୁରେ ହେବା ତାଙ୍କ ଦାୟିତ୍ୱ ଥିଲା। ରଥ ଉପରେ ମହିଳା ଚଢିବାକୁ ନେଇ ବିଶୃଙ୍ଖଳା ହୋଇଥିଲେ ମଧ୍ୟ ସେମାନ ଘଟଣାସ୍ଥଳକୁ ଗଲେ ନାହିଁ। ଯେଉଁଥିପାଇଁ ଜିଲ୍ଲାପାଳଙ୍କ ଉପରେ ଅତ୍ୟାଚାର ଆରମ୍ଭ ହେଲା।  ତେଣୁ ଆଜି କମିଶନ କ’ଣ ପାଇଁ? ପୂର୍ବରୁ ସରକାର ମଧ୍ୟ ପାତ୍ର କମିଶନ ଗଠନ କରିଥିଲେ। ଏହି କମିଶନଙ୍କ ରିପୋର୍ଟକୁ କାର୍ଯ୍ୟକାରୀ କରିଛନ୍ତି କି?”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story