ମୁଖ୍ୟ ସୂଚନା କମିଶନର ହେଲେ ସୁନୀଲ ମିଶ୍ର

ଭୁବନେଶ୍ୱର: ରାଜ୍ୟ ମୁଖ୍ୟ ସୂଚନା କମିଶନର ଭାବେ ସୁନୀଲ ମିଶ୍ର ନିଯୁକ୍ତି ପାଇଛନ୍ତି। ରାଜ୍ୟପାଳଙ୍କ ଅନୁମୋଦନ ପରେ ଏ ନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ସୁନୀଲ ମିଶ୍ର ଜଣେ ଅବସରପ୍ରାପ୍ତ ପ୍ରଶାସକ। ଗତ ୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନୋନୟନ କମିଟି ବୈଠକରେ ସୁନୀଲଙ୍କ ନାଁ ସୁପାରିଶ କରାଯାଇଥିଲା।

sunil

Rakesh Mallick
  • Published: Wednesday, 19 October 2016
  • , Updated: 19 October 2016, 01:42 PM IST

Related story