ମୁମ୍ବାଇରେ ଆୟୋଜିତ ଗଣେଶ ପୂଜାରେ ଯୋଗଦେଲେ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା

ମୁମ୍ବାଇ: ମୁମ୍ୱାଇରେ ଓଡ଼ିଆ ଲୋକମାନଙ୍କ ଦ୍ୱାରା ଗଣେଶ ପୂଜା ବେଶ ଧୂମଧାମରେ ଅନୁଷ୍ଠିତ ହୋଇଛି । ସ୍ଥାନୀୟ ଗୋରେଗାଁଓ ଏସ୍ଆରପି କ୍ୟାମ୍ପରେ ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ପୂଜାର ଆୟୋଜନ କରାଯାଇଛି। ଏଥିରେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଯୋଗ ଦେଇଥିଲେ। ମୁମ୍ବାଇରେ ଲକ୍ଷ ଲକ୍ଷ ଓଡ଼ିଆ ଲୋକ ଅଛନ୍ତି । ଏମାନେ ବହୁ ସଫଳତା ହାସଲ କରିଛନ୍ତି । ଏଠାରେ ଓଡ଼ିଆ ଜାତିର ପରମ୍ପରାକୁ ଏମାନେ ବଞ୍ଚାଇ ରଖିଥିବା ଦେଖି ବହୁତ ଖୁସି ଲାଗୁଛି ବୋଲି ସାଂସଦ […]

baijayanta

Rakesh Mallick
  • Published: Thursday, 17 September 2015
  • , Updated: 17 September 2015, 04:45 PM IST

ମୁମ୍ବାଇ: ମୁମ୍ୱାଇରେ ଓଡ଼ିଆ ଲୋକମାନଙ୍କ ଦ୍ୱାରା ଗଣେଶ ପୂଜା ବେଶ ଧୂମଧାମରେ ଅନୁଷ୍ଠିତ ହୋଇଛି । ସ୍ଥାନୀୟ ଗୋରେଗାଁଓ ଏସ୍ଆରପି କ୍ୟାମ୍ପରେ ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ପୂଜାର ଆୟୋଜନ କରାଯାଇଛି। ଏଥିରେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଯୋଗ ଦେଇଥିଲେ। ମୁମ୍ବାଇରେ ଲକ୍ଷ ଲକ୍ଷ ଓଡ଼ିଆ ଲୋକ ଅଛନ୍ତି । ଏମାନେ ବହୁ ସଫଳତା ହାସଲ କରିଛନ୍ତି । ଏଠାରେ ଓଡ଼ିଆ ଜାତିର ପରମ୍ପରାକୁ ଏମାନେ ବଞ୍ଚାଇ ରଖିଥିବା ଦେଖି ବହୁତ ଖୁସି ଲାଗୁଛି ବୋଲି ସାଂସଦ ପଣ୍ଡା କହିଛନ୍ତି ।

Related story