‘ବେଆଇନ୍‌ କାମ କରିବା ପାଇଁ ଚାପ ପକାଉ ଥିଲେ, ମୋ ବାପା ଆତ୍ମହତ୍ୟା କରିଦେଲେ’

ନବରଙ୍ଗପୁର (ଓଡ଼ିଶା ରିପୋର୍ଟର) ବେଆଇନ ବିଲ୍ କରିବା ପାଇଁ ଚାପ ଯୋଗୁଁ ଉମରକୋଟ ଆଦିବାସୀ ଉନ୍ନୟନ ସମବାୟ ନିଗମ କ୍ଷେତ୍ର ଅଧିକାରୀ ପୁରୁଷୋତ୍ତମ ଭୋଇ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ଏନେଇ ଶାଖା ପରିଚାଳକ ଶ୍ୟାମସୁନ୍ଦର ଭୋଇଙ୍କ ନାଁରେ ଥାନାରେ ଏତଲା ଦିଆଯାଇଛି । ଶିମ୍ବ ମଞ୍ଚି ପାଇଁ ୩ ଲକ୍ଷ ଟଙ୍କାର ବେଆଇନ ବିଲ କରିବାକୁ ପୁରୁଷୋତ୍ତମଙ୍କ ଉପରେ ଚାପ ପକା ଯାଉଥିଲା । ଏପରିକି ବିଲ ନକଲେ ତାଙ୍କୁ ମାରି […]

6nm

6nm

Tapas Behera
  • Published: Tuesday, 18 August 2020
  • Updated: 18 August 2020, 04:01 PM IST

ନବରଙ୍ଗପୁର (ଓଡ଼ିଶା ରିପୋର୍ଟର) ବେଆଇନ ବିଲ୍ କରିବା ପାଇଁ ଚାପ ଯୋଗୁଁ ଉମରକୋଟ ଆଦିବାସୀ ଉନ୍ନୟନ ସମବାୟ ନିଗମ କ୍ଷେତ୍ର ଅଧିକାରୀ ପୁରୁଷୋତ୍ତମ ଭୋଇ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ଏନେଇ ଶାଖା ପରିଚାଳକ ଶ୍ୟାମସୁନ୍ଦର ଭୋଇଙ୍କ ନାଁରେ ଥାନାରେ ଏତଲା ଦିଆଯାଇଛି । ଶିମ୍ବ ମଞ୍ଚି ପାଇଁ ୩ ଲକ୍ଷ ଟଙ୍କାର ବେଆଇନ ବିଲ କରିବାକୁ ପୁରୁଷୋତ୍ତମଙ୍କ ଉପରେ ଚାପ ପକା ଯାଉଥିଲା । ଏପରିକି ବିଲ ନକଲେ ତାଙ୍କୁ ମାରି ଦିଆଯିବ ବୋଲି ଧମକ ଦିଆଯାଇଥିବା ତାଙ୍କ ପୁଅ ଅଭିଯୋଗ କରିଛନ୍ତି।  ସେପଟେ ପୁରୁଷୋତ୍ତମଙ୍କ ଉପରେ କୌଣସି ଚାପ ଦିଆଯାଉ ନଥିଲା ବୋଲି  TDCC ଶାଖା ପରିଚାଳକ କହିଛନ୍ତି  । ଗତକାଲି ନବରଙ୍ଗପୁର ବ୍ଲକ୍  କଲୋନୀସ୍ଥିତ ଏକ ସରକାରୀ କ୍ୱାଟର୍ସରୁ ଆଦିବାସୀ ଉନ୍ନୟନ ସମବାୟ ନିଗମ TDCCର କ୍ଷେତ୍ର ଅଧିକାରୀ ପୁରୁଷୋତ୍ତମ ଭୋଇଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।  ପୁରୁଷୋତ୍ତମ ଆତ୍ମହତ୍ୟା କରିଛନ୍ତି ନା ଏହା ଏକ ହତ୍ୟା ଘଟଣା ସେ ନେଇ ପୋଲିସ ତଦନ୍ତ କରୁଛି।

ସୂଚନା ଅନୁଯାୟୀ, ନବରଙ୍ଗପୁର ବ୍ଲକ କଲୋନୀ ସ୍ଥିତ ସରକାରୀ କ୍ୱାର୍ଟର୍ସରେ ଏକୁଟିଆ ରହୁନ୍ତି TDCCର ଫିଇଲ୍‌ଡ ଅଫିସର ପୁରୁଷୋତ୍ତମ ଭୋଇ। ତାଙ୍କ ପରିବାର ସମ୍ବଲପୁରସ୍ଥିତ ଯୁଜୁମୁରାରେ ରୁହନ୍ତି। ସବୁ ଦିନ ଭଳି ଗତକାଲି ରାତିରେ ଶ୍ରୀ ଭୋଳ କବାଟ ଭିତର ପଟୁ ବନ୍ଦ କରି ଶୋଇଥିଲେ। କିନ୍ତୁ ଗତକାଲି ସକାଳେ ତାଙ୍କ କବାଟ ଖୋଲି ନ ଥିଲେ। ପରିବାର ଲୋକେ ତାଙ୍କୁ ବାରମ୍ୱାର ଫୋନ୍‌ କରୁଥିଲେ ମଧ୍ୟ ସେ ଉଠାଇନଥିଲେ।

ପରବର୍ତ୍ତୀ ସମୟରେ ପରିବାର ଲୋକେ ଶ୍ରୀ ଭୋଳଙ୍କ ସହଯୋଗୀଙ୍କ ସହିତ ଯୋଗାଯୋଗ କରିଥିଲେ। ପରିବାର ଲୋକଙ୍କ କଥାରେ ସମ୍ପୃକ୍ତ ବ୍ୟକ୍ତି ଜଣକ ଶ୍ରୀ ଭୋଳଙ୍କ କ୍ୱାର୍ଟର୍ସ କବାଟ ବାଡେଇ ଥିଲେ। ମାତ୍ର କୌଣସି ଉତ୍ତର ଆସିନଥିଲା। ଶେଷରେ ସେ ନବରଙ୍ଗପୁର ଥାନାକୁ ଖବର ଦେଇଥିଲେ।

ପୁଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ଘର ଭିତରକୁ ଶ୍ରୀ ଭୋଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଥିଲା। ପାରିପାର୍ଶିକ ସ୍ଥିତିରୁ ଏହା ଏକ ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଛି। ଆସନ୍ତା କାଲି ଯୁଜୁମରାରୁ ତାଙ୍କ ପରିବାର ଲୋକେ ଆସିବା ପରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ ସୂଚନା ଦେଇଛି। ଶ୍ରୀ ଭୋଳ କଣ ପାଇଁ ଓ କାହିଁକି ଆତ୍ମହତ୍ୟା କଲେ, ତାହା ଜଣାପଡ଼ି ନାହିଁ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story