ଶିମିଳିପାଳରେ କଳା ରଙ୍ଗର ବାଘ ପଛର ରହସ୍ୟ କ’ଣ ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୫୦ ବର୍ଷ ପୂର୍ବରୁ ଯେବେ ଆଦିବାସୀମାନେ କହୁଥିଲେ ଶିମିଳିପାଳରେ କଳା ବାଘ ଅଛନ୍ତି ତାଙ୍କ କଥା  କେହି ବିଶ୍ୱାସ କରୁନଥିଲେ। ହେଲେ ଆଧୁନିକ ଜ୍ଞାନ କୌଶଳର ବିକାଶ ହେବା ଏବଂ ପରେ ଜଙ୍ଗଲରେ କ୍ୟାମେରା ଲାଗିବା ପରେ ୨୦୦୭ରେ ଏହି ଅଦ୍ଭୁତ ଯନ୍ତୁ କଏଦ ହୋଇଥିଲା। କଳାବାଘ ଚିହ୍ନଟ ହୋଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଥିଲା। ଯାହାକୁ  (mealanistic tiger) ମେଲେନିଷ୍ଟିକ୍‌ ବୋଲି କୁହାଯାଉଛି। ତେବେ ଏହି ବାଘମାନଙ୍କର କଳା ରଙ୍ଗ ପଛର ରହସ୍ୟକୁ […]

7io

7io

Tapas Behera
  • Published: Wednesday, 15 September 2021
  • Updated: 15 September 2021, 06:26 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୫୦ ବର୍ଷ ପୂର୍ବରୁ ଯେବେ ଆଦିବାସୀମାନେ କହୁଥିଲେ ଶିମିଳିପାଳରେ କଳା ବାଘ ଅଛନ୍ତି ତାଙ୍କ କଥା  କେହି ବିଶ୍ୱାସ କରୁନଥିଲେ। ହେଲେ ଆଧୁନିକ ଜ୍ଞାନ କୌଶଳର ବିକାଶ ହେବା ଏବଂ ପରେ ଜଙ୍ଗଲରେ କ୍ୟାମେରା ଲାଗିବା ପରେ ୨୦୦୭ରେ ଏହି ଅଦ୍ଭୁତ ଯନ୍ତୁ କଏଦ ହୋଇଥିଲା। କଳାବାଘ ଚିହ୍ନଟ ହୋଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଥିଲା। ଯାହାକୁ  (mealanistic tiger) ମେଲେନିଷ୍ଟିକ୍‌ ବୋଲି କୁହାଯାଉଛି। ତେବେ ଏହି ବାଘମାନଙ୍କର କଳା ରଙ୍ଗ ପଛର ରହସ୍ୟକୁ ଖୋଜି ପାଇଛନ୍ତି ବୈଜ୍ଞାନିକ।

ଜେନେଟିକ୍‌ ମ୍ୟୁଟେସନ ଯୋଗୁ  ଏହି ବାଘଙ୍କ ରଙ୍ଗ କଳା ବୋଲି କୁହାଯାଇଛି।  ଏପ୍ରକାର ବିରଳ ବାଘ ଦେଶର ଅନ୍ୟ କୌଣସି ଅଭୟାରଣ୍ୟରେ ଦେଖା ଯାଆନ୍ତି ନାହିଁ। ଏନେଇ ନ୍ୟାସନାଲ ସେଣ୍ଟର ଫର୍  ବାୟୋଲୋଜିକାଲସାଇସେନ୍ସ(ଏନସିବିଏସ)ର ଇକୋଲୋଜିଷ୍ଟ ଡ.ଉମା ରାମ କ୍ରିଷ୍ଣନ୍ ଏବଂ ତାଙ୍କ ଛାତ୍ର ବିନୟ ସାଗର ଉଭୟ ଗବେଷଣା କରି ଏହା ପଛର ରାଜ୍‌କୁ ଉନ୍ମୋଚନ କରିଛନ୍ତି। ନ୍ୟସନାଲ ଏକାଡେମିକ ସାଇନ୍ସେସ୍‌ ପକ୍ଷରୁ ଏ ଜଣ୍ଣାଲରେ ଏହି ତଥ୍ୟ ପ୍ରକାଶ ପାଇଛି। ଏହି ପ୍ରଜାତିର ୩୭ ପ୍ରତିଶତ ବାଘ କେବଳ ଶିମିଳିପାଳରେ ରହିଛନ୍ତି। ଏହି ବାଘ ଅଧିକ ହିଂସ୍ର ଓ ଏମାନେ ସାଧାରଣତଃ ନିଘଞ୍ଚ ଜଙ୍ଗଲରେ ଏକାନ୍ତରେ ରୁହନ୍ତି ଓ ବିଶେଷ ବାହାକରୁ ବାହାରନ୍ତି ନାହିଁ।

ଅନ୍ୟବାଘର ଜିନ୍‌ ସହ ମିଶ୍ରଣ କରି ଗବେଷଣା ପରେ ଉପରୋକ୍ତ ତଥ୍ୟ ସାମ୍ନାକୁ ଆସିଥିଲା। ତେବେ ଏହି କଳାବାଘ ଭାରତରେ ଅନ୍ୟ କେଉଁଠି ବିଶେଷ ଦେଖା ଯାଆନ୍ତି ନାହିଁ ବୋଲି କୁହାଯାଇଛି। ବେଙ୍ଗଲ ଟାଇଗର ଗୁଡ଼ିକ ସିଙ୍ଗିଲ ବେଶଡ୍‌ ମ୍ୟୁଟାଣ୍ଟ ହୋଇଥିବା ବେଳେ କଳାବାଘଙ୍କ କ୍ଷେତ୍ରରେ ଭିନ୍ନ ବୋଲି କୁହାଯାଇଛି।  ୨୦୦୭ ମସିହାରେ ପ୍ରଥମେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣରେ ଏହି ବାଘ ଦେଖିବାକୁ ମିଳିଥିଲା। ଏମାନେ ବଂଶଗତ କାରଣରୁ ଦୁର୍ଲଭ ବୋଲି କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story