ନବଦିଗନ୍ତ ଚିଠଫଣ୍ଡ କାରବାର ମାମଲା: ପୂର୍ବତନ ବିଧାୟକଙ୍କ ଜାମିନ ଆବେଦନ ଖାରଜ

ଭୁବନେଶ୍ୱର:  ନବଦିଗନ୍ତ ଚିଟଫଣ୍ଡ ଠକେଇ ମାମଲାରେ ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକଙ୍କ ଜାମିନ୍ ଆବେଦନକୁ କୋର୍ଟ  ଖାରଜ କରିଦେଇଛନ୍ତି । ଭୁବନେଶ୍ୱରରେ ସିବିଆଇ ସ୍ପେଶାଲ୍ ସିଜେଏମ୍ କୋର୍ଟ ଆଜି ସୁବର୍ଣ୍ଣଙ୍କ ଜାମିନ୍ ଆବେଦନକୁ ଖାରଜ କରିଦେଇଥିଲେ । ନବଦିଗନ୍ତ ଚିଟଫଣ୍ଡ ଠକେଇ ମାମଲାରେ ସିବିଆଇ ଚାର୍ଜସିଟ୍ ଦାଖଲ କରିବା ପରେ ସୁବର୍ଣ୍ଣଙ୍କ ପକ୍ଷରୁ ଜାମିନ୍ ପାଇଁ ଆବେଦନ କରାଯାଇଥିଲା ।

sss

Rakesh Mallick
  • Published: Friday, 03 July 2015
  • , Updated: 03 July 2015, 08:44 AM IST

Related story