ନବକଳେବର ଭତ୍ତିଭୂମି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ପୁରୀ: ନବକଳେବର ଭିତ୍ତିଭୂମି ନେଇ ପୁରୀରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ପୁରୀ ସର୍କିଟ୍ ହାଉସରେ ମୁଖ୍ୟ ଶାସନ ସଚିବ ଗୋକୁଳ ପତିଙ୍କ ଅଧ୍ୟକ୍ଷତାରେ ଏଇ ବୈଠକ ବସିଥିଲା। ବୈଠକରେ ନବକଳେବର ଓଏସଡି ସୌମେନ୍ଦ୍ର ପ୍ରିୟଦର୍ଶୀ, ବିଭିନ୍ନ ବିଭାଗର ସଚିବ, ପୁରୀ ଜିଲ୍ଲାପାଳ ଓ ଏସପି ଯୋଗଦେଇଥିଲେ। ଏହା ସହ ବିଡିଏ ଉପାଧ୍ୟକ୍ଷ କ୍ରିଷନ କୁମାରଙ୍କୁ ପୁରୀ ମୁନସିପାଲିଟି ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ସେ ଆସନ୍ତା ୧୧ ତାରିଖରୁ ୩୦ ତାରିଖ ଯାଏ ସେଠାରେ ରହି ପରିଚାଳନା […]

mukhya sahna sachiba

mukhya sahna sachiba

Rakesh Mallick
  • Published: Wednesday, 08 July 2015
  • Updated: 08 July 2015, 03:09 PM IST

Sports

Latest News

ପୁରୀ: ନବକଳେବର ଭିତ୍ତିଭୂମି ନେଇ ପୁରୀରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ପୁରୀ ସର୍କିଟ୍ ହାଉସରେ ମୁଖ୍ୟ ଶାସନ ସଚିବ ଗୋକୁଳ ପତିଙ୍କ ଅଧ୍ୟକ୍ଷତାରେ ଏଇ ବୈଠକ ବସିଥିଲା। ବୈଠକରେ ନବକଳେବର ଓଏସଡି ସୌମେନ୍ଦ୍ର ପ୍ରିୟଦର୍ଶୀ, ବିଭିନ୍ନ ବିଭାଗର ସଚିବ, ପୁରୀ ଜିଲ୍ଲାପାଳ ଓ ଏସପି ଯୋଗଦେଇଥିଲେ।

ଏହା ସହ ବିଡିଏ ଉପାଧ୍ୟକ୍ଷ କ୍ରିଷନ କୁମାରଙ୍କୁ ପୁରୀ ମୁନସିପାଲିଟି ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ସେ ଆସନ୍ତା ୧୧ ତାରିଖରୁ ୩୦ ତାରିଖ ଯାଏ ସେଠାରେ ରହି ପରିଚାଳନା ଦାୟିତ୍ୱ ଗ୍ରହଣ କରିବେ।

ନବକଳେବର ବର୍ଷର ରଥଯାତ୍ରା ପାଖେଇ ଆସୁଥିଲାବେଳେ ବିଭିନ୍ନ ବିଭାଗ ପକ୍ଷରୁ ଚାଲିଥିବା ଭିତ୍ତିଭୂମି କାର୍ଯ୍ୟ କେଉଁ ସ୍ଥିତିରେ ଅଛି ବୈଠକରେ ସେସବୁର ସମୀକ୍ଷା କରାଯାଇଛି। ବିଶେଷ କରି ସ୍ୱାସ୍ଥ୍ୟ, ପରିମଳ, ସ୍ୱେରେଜ୍ ଓ ଡ୍ରେନେଜ୍ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଥିବା ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story