ନବରଙ୍ଗପୁର: ସହିଦ ସ୍ମୃତି ଦିବସ ପାଇଁ ବ୍ୟାପକ ପ୍ରସ୍ତୁତି

ନବରଙ୍ଗପୁର: ଆଜି ଅଗଷ୍ଟ ୨୪ । ଆଜିର ଦିନଟିକୁ ପାପଡାହାଣ୍ଡି ଗୁଳିକାଣ୍ଡ ଦିବସ ବା ସହିଦ ସ୍ମୃତି ଦିବସ ରୂପେ ପାଳନ କରାଯାଉଛି। ସ୍ୱାଧୀନତା ସଂଗ୍ରାମ ସମୟରେ ୧୯୪୨ ଅଗଷ୍ଟ ୨୪ ତାରିଖ ଦିନ ତୁରୀ ନଈ କୂଳରେ ଏହି ଗୁଳିକାଣ୍ଡ ଘଟିଥିଲା। ଏଥିରେ ସହିଦ ହୋଇଥିବା ୧୯ଜଣ ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଆଜିର ଦିନକୁ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ସହିଦ ସ୍ମୃତି ଦିବସ ଭାବେ ପାଳନ କରୁଛି। ପ୍ରଥମେ ତୁରୀ ନଦୀ କୂଳରେ ତିଳତର୍ପଣ […]

nabarangpur-guli-kanda

nabarangpur-guli-kanda

Rakesh Mallick
  • Published: Monday, 24 August 2015
  • Updated: 24 August 2015, 03:08 AM IST

nabarangpur-guli-kandaନବରଙ୍ଗପୁର: ଆଜି ଅଗଷ୍ଟ ୨୪ । ଆଜିର ଦିନଟିକୁ ପାପଡାହାଣ୍ଡି ଗୁଳିକାଣ୍ଡ ଦିବସ ବା ସହିଦ ସ୍ମୃତି ଦିବସ ରୂପେ ପାଳନ କରାଯାଉଛି। ସ୍ୱାଧୀନତା ସଂଗ୍ରାମ ସମୟରେ ୧୯୪୨ ଅଗଷ୍ଟ ୨୪ ତାରିଖ ଦିନ ତୁରୀ ନଈ କୂଳରେ ଏହି ଗୁଳିକାଣ୍ଡ ଘଟିଥିଲା। ଏଥିରେ ସହିଦ ହୋଇଥିବା ୧୯ଜଣ ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଆଜିର ଦିନକୁ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ସହିଦ ସ୍ମୃତି ଦିବସ ଭାବେ ପାଳନ କରୁଛି। ପ୍ରଥମେ ତୁରୀ ନଦୀ କୂଳରେ ତିଳତର୍ପଣ କରାଯାଇ ସର୍ବଧର୍ମ ପ୍ରାର୍ଥନା କରିଯିବା ସହ ପୋଲିସ ପକ୍ଷରୁ ସାମରିକ ମର୍ଯ୍ୟାଦା ପରେ ସହିଦଙ୍କ ପରିବାର ସଦସ୍ୟଙ୍କୁ ସମ୍ୱର୍ଦ୍ଧନା ଦିଆଯିବ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story