ନବରଙ୍ଗପୁର ଓ ବଲାଙ୍ଗୀରରେ ଖୋଲିବ ସରକାରୀ ଇଞ୍ଜିନିୟରିଂ କଲେଜ

ଭୁବନେଶ୍ୱର: ରାଜ୍ୟରେ ଦୁଇଟି ନୂଆ ସରକାରୀ ଇଞ୍ଜିନିୟରିଂ କଲେଜ ଖୋଲିବାକୁ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ନବରଙ୍ଗପୁର ଓ ବଲାଙ୍ଗୀରରେ ଏହି ଦୁଇଟି ଇଞ୍ଜିନିୟରିଂ କଲେଜ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏ ନେଇ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ସଞ୍ଜୟ ଦାସବର୍ମା କହିଛନ୍ତି ଯେ ରାଜ୍ୟରେ ଦୁଇଟି ସରକାରୀ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ କେନ୍ଦ୍ର ସରକାର ପ୍ରସ୍ତାବ ମାଗିଥିଲା। ଏହା ପରେ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ […]

sanjay

Rakesh Mallick
  • Published: Friday, 15 May 2015
  • , Updated: 15 May 2015, 03:33 AM IST

ଭୁବନେଶ୍ୱର: ରାଜ୍ୟରେ ଦୁଇଟି ନୂଆ ସରକାରୀ ଇଞ୍ଜିନିୟରିଂ କଲେଜ ଖୋଲିବାକୁ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ନବରଙ୍ଗପୁର ଓ ବଲାଙ୍ଗୀରରେ ଏହି ଦୁଇଟି ଇଞ୍ଜିନିୟରିଂ କଲେଜ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏ ନେଇ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ସଞ୍ଜୟ ଦାସବର୍ମା କହିଛନ୍ତି ଯେ ରାଜ୍ୟରେ ଦୁଇଟି ସରକାରୀ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ କେନ୍ଦ୍ର ସରକାର ପ୍ରସ୍ତାବ ମାଗିଥିଲା। ଏହା ପରେ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ବଲାଙ୍ଗୀର ଓ ନବରଙ୍ଗପୁରରେ ଜମି ଚିହ୍ନଟ କରାଯାଇଥିଲା। ରୁଷା ଯୋଜନାରେ ପ୍ରତି କଲେଜକୁ ୩୦ କୋଟି ଟଙ୍କା ଲେଖାଏଁ ମିଳିବ।

Related story