ସିବିଆଇ ଅଫିସରେ ସୁଦୀପଙ୍କ ପତ୍ନୀ ନୈନା

ଭୁବନେଶ୍ୱର: ରୋଜଭ୍ୟାଲି ଚିଟ୍‌ଫଣ୍ଡ ଠକେଇ ମାମଲାରେ ଗିରଫ ତୃଣମୂଳ ସାଂସଦ ସୁଦୀପ ବନ୍ଦୋପାଧ୍ୟାୟଙ୍କ ବିଧାୟିକା ପତ୍ନୀ ନୈନା ବନ୍ଦୋପାଧ୍ୟାୟ ଆଜି ପୁଣ ଥରେ ଭୁବନେଶ୍ୱରସ୍ଥିତ ସିବିଆଇ କାର୍ଯ୍ୟାଳୟକୁ ଯାଇଛନ୍ତି। ପୂର୍ବରୁ ସେ ଦୁଇ ଥର ସିବିଆଇ କାର୍ଯ୍ୟାଳୟକୁ ଯାଇଛନ୍ତି। ରୋଜଭ୍ୟାଲି ଚିଟ୍‌ଫଣ୍ଡ ଲିଙ୍କରେ ଟିଏମ୍‌ସି ସାଂସଦ ସୁଦୀପ ବନ୍ଦୋପାଧ୍ୟାୟଙ୍କୁ ଆଜି ପୁଣି ସିବିଆଇ ଜେରା କରିଛି। ରୋଜଭ୍ୟାଲି ମାଧ୍ୟମରେ ସୁଦୀପ ଅନ୍ୟ କିଛି ନେତା, ମନ୍ତ୍ରୀଙ୍କୁ ଫାଇଦା ଦେଇଛନ୍ତି କି ନାହିଁ, ନିଜ ପଦର ଅପବ୍ୟବହାର କରି […]

neina

Rakesh Mallick
  • Published: Saturday, 07 January 2017
  • , Updated: 07 January 2017, 10:29 PM IST

ଭୁବନେଶ୍ୱର: ରୋଜଭ୍ୟାଲି ଚିଟ୍‌ଫଣ୍ଡ ଠକେଇ ମାମଲାରେ ଗିରଫ ତୃଣମୂଳ ସାଂସଦ ସୁଦୀପ ବନ୍ଦୋପାଧ୍ୟାୟଙ୍କ ବିଧାୟିକା ପତ୍ନୀ ନୈନା ବନ୍ଦୋପାଧ୍ୟାୟ ଆଜି ପୁଣ ଥରେ ଭୁବନେଶ୍ୱରସ୍ଥିତ ସିବିଆଇ କାର୍ଯ୍ୟାଳୟକୁ ଯାଇଛନ୍ତି। ପୂର୍ବରୁ ସେ ଦୁଇ ଥର ସିବିଆଇ କାର୍ଯ୍ୟାଳୟକୁ ଯାଇଛନ୍ତି।

ରୋଜଭ୍ୟାଲି ଚିଟ୍‌ଫଣ୍ଡ ଲିଙ୍କରେ ଟିଏମ୍‌ସି ସାଂସଦ ସୁଦୀପ ବନ୍ଦୋପାଧ୍ୟାୟଙ୍କୁ ଆଜି ପୁଣି ସିବିଆଇ ଜେରା କରିଛି। ରୋଜଭ୍ୟାଲି ମାଧ୍ୟମରେ ସୁଦୀପ ଅନ୍ୟ କିଛି ନେତା, ମନ୍ତ୍ରୀଙ୍କୁ ଫାଇଦା ଦେଇଛନ୍ତି କି ନାହିଁ, ନିଜ ପଦର ଅପବ୍ୟବହାର କରି ସଂସ୍ଥାର ସ୍ୱାର୍ଥ ପାଇଁ ସେ ଆଉ କଣକଣ କରିଛନ୍ତି ତାର ଖୋଳତାଢ଼ କରୁଛି ସିବିଆଇ।

 

Related story