କରୋନାରେ ଆଖି ବୁଜିଲେ ନାଲକୋ ଅଧିକାରୀ; ମିଟିଂରେ ଯୋଗ ଦେବା ସହ କ୍ୟାଣ୍ଟିନ୍‌ରେ ଖାଇଥିଲେ

ଅନୁଗୋଳ (ବିରଜା ପ୍ରସାଦ ଦାଶ): କରୋନାରେ ଆକ୍ରାନ୍ତ ହୋଇ ଆଖି ବୁଜିଛନ୍ତି ଅନୁଗୋଳସ୍ଥିତ ନାଲକୋର ଜଣେ ବରିଷ୍ଠ ଅଧିକାରୀ। ସ୍ୱାବ ରିପୋର୍ଟରୁ ସେ କୋଭିଡ଼-19 ପଜିଟିଭ ଥିବା ଜଣାପଡିବା ପରେ ଗତକାଲି ତାଙ୍କୁ ବୁର୍ଲାରୁ ତାଳଚେର କୋଭିଡ଼-19 ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ମାତ୍ର ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, କିଛିଦିନ ପୂର୍ବରୁ ଏହି ଦମ୍ପତି ଗଞ୍ଜାମ ଜିଲ୍ଲାକୁ ଏକ ଶୁଦ୍ଧି କ୍ରିୟାରେ ଯୋଗଦେବାକୁ ଯାଇଥିଲେ । ସେଠାରୁ ଫେରିବା ପରେ ଏହି ଅଧିକାରୀଙ୍କୁ […]

nalc01-

nalc01-

Niharika Rout
  • Published: Tuesday, 30 June 2020
  • Updated: 30 June 2020, 02:23 PM IST

Sports

Latest News

ଅନୁଗୋଳ (ବିରଜା ପ୍ରସାଦ ଦାଶ): କରୋନାରେ ଆକ୍ରାନ୍ତ ହୋଇ ଆଖି ବୁଜିଛନ୍ତି ଅନୁଗୋଳସ୍ଥିତ ନାଲକୋର ଜଣେ ବରିଷ୍ଠ ଅଧିକାରୀ। ସ୍ୱାବ ରିପୋର୍ଟରୁ ସେ କୋଭିଡ଼-19 ପଜିଟିଭ ଥିବା ଜଣାପଡିବା ପରେ ଗତକାଲି ତାଙ୍କୁ ବୁର୍ଲାରୁ ତାଳଚେର କୋଭିଡ଼-19 ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ମାତ୍ର ସେଠାରେ ତାଙ୍କର ମୃତ୍ୟୁ ଘଟିଛି।

ମିଳିଥିବା ସୂଚନା ଅନୁଯାୟୀ, କିଛିଦିନ ପୂର୍ବରୁ ଏହି ଦମ୍ପତି ଗଞ୍ଜାମ ଜିଲ୍ଲାକୁ ଏକ ଶୁଦ୍ଧି କ୍ରିୟାରେ ଯୋଗଦେବାକୁ ଯାଇଥିଲେ । ସେଠାରୁ ଫେରିବା ପରେ ଏହି ଅଧିକାରୀଙ୍କୁ ଜ୍ୱର ହୋଇଥିଲା । ଗତକାଲି ସ୍ୱାବ ରିପୋର୍ଟରୁ ପଜିଟିଭ  ଜଣାପଡିବା ପରେ ତାଙ୍କୁ ତାଳଚେରସ୍ଥିତ କୋଭିଡ଼ ହସ୍ପିଟାଲକୁ ପଠାଯାଇଥିଲା । ମାତ୍ର ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତଦେହ ବ୍ୟବଚ୍ଛେଦ ପରେ ପ୍ରଶାସନ ପକ୍ଷରୁ ସଂସ୍କାର କରାଯିବ ବୋଲି ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ କହିଛନ୍ତି। ତାଙ୍କ ପତ୍ନୀଙ୍କ ସ୍ୱାବ ଟେଷ୍ଟ ପାଇଁ ପଠାଯାଇଛି। ତାଙ୍କ ପତ୍ନୀ ଭିସୁଟରେ ଆସିଷ୍ଟାଣ୍ଟ ପ୍ରଫେସର ଥିବାରୁ ଆଜି ଗୋଟିଏ ଦିନ ପାଇଁ ଭିସୁଟ ବନ୍ଦ କରିଛନ୍ତି କର୍ତ୍ତୃପକ୍ଷ। ଭିସୁଟ୍‌କୁ ଅଧିକ ଦିନ ବନ୍ଦ କରାଯିବ କି ନାହିଁ ସେ ନେଇ ଆଜି ନିଷ୍ପତ୍ତି ନିଆଯିବ। ସଂପୃକ୍ତ ଅଧ୍ୟାପିକାଙ୍କର ମଧ୍ୟ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ କରାଯାଇଛି।

ମୃତ ଅଧିକାରୀ ଗଞ୍ଜାମରୁ ଫେରି ଅନୁଗୋଳସ୍ଥିତ ନାଲକୋରେ କାର୍ଯ୍ୟ ମଧ୍ୟ କରିଥିବା ସୂଚନା ରହିଛି । ନାଲକୋ କ୍ୟାଣ୍ଟିଂନରେ ଖାଇବା ସହ ଏକ ମିଟିଂରେ ଯୋଗଦେଇଥିଲେ। ତେଣୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ନେଇ ଆଶଙ୍କା ପ୍ରକାଶ ପାଇଛି। ଏହି ଅଧିକାରୀଙ୍କ ମୃତ୍ୟୁ ପରେ ନାଲକୋରେ ଭୟ ଖେଳିଯାଇଥିବାବେଳେ ନାଲକୋ ପକ୍ଷରୁ କ୍ୟାଣ୍ଟିନରେ ସାନିଟାଇଜ କାର୍ଯ୍ୟ ଆରମ୍ଭ ହୋଇଛି। ଏ ସଂକ୍ରାନ୍ତରେ ସଂକ୍ରମଣ ରୋକିବାକୁ ପ୍ରଶାସନ ତରଫରୁ କଣ ପଦକ୍ଷେପ ନିଆଯିବ, ସେ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଜି ମିଟିଂ ହୋଇଥିବା ଜଣାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story