ବଢ଼ିଲା ନନ୍ଦନକାନନର ପ୍ରବେଶ ଶୁଳ୍କ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠାରୁ ନନ୍ଦନକାନନର ପ୍ରବେଶ ଶୁଳ୍କ ବଢ଼ିବ। ୪୦ଟଙ୍କାରୁ ଏହାକୁ ବୃଦ୍ଧି କରାଯାଇଛି ୫୦ ଟଙ୍କା କରାଯାଇଛି। ଏହି ଟଙ୍କା ବୃଦ୍ଧି ସହିତ ଦର୍ଶକଙ୍କ ପାଇଁ ଅନେକ କିଛି ସୁବିଧା କରାଯାଇଛି ବୋଲି କର୍ତ୍ତୃପକ୍ଷ କହିଛନ୍ତି। ଏଣିକି ଦର୍ଶକମାନେ ସାଥୀରେ ମାଗଣାରେ ଡିଜିଟାଲ କ୍ୟାମେରା ଭିତରକୁ ନେଇପାରିବେ।  ତା’ ସହିତ ପାଇଖାନା ବ୍ୟବହାର ଲାଗି କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। ସେହିପରି ମାଗଣାରେ ପ୍ୟୁରିଫାଏଡ୍‌ ପାଣି ଯୋଗାଇ ଦିଆଯି।

nandankanan

Rakesh Mallick
  • Published: Saturday, 31 March 2018
  • , Updated: 31 March 2018, 06:47 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠାରୁ ନନ୍ଦନକାନନର ପ୍ରବେଶ ଶୁଳ୍କ ବଢ଼ିବ। ୪୦ଟଙ୍କାରୁ ଏହାକୁ ବୃଦ୍ଧି କରାଯାଇଛି ୫୦ ଟଙ୍କା କରାଯାଇଛି। ଏହି ଟଙ୍କା ବୃଦ୍ଧି ସହିତ ଦର୍ଶକଙ୍କ ପାଇଁ ଅନେକ କିଛି ସୁବିଧା କରାଯାଇଛି ବୋଲି କର୍ତ୍ତୃପକ୍ଷ କହିଛନ୍ତି।

ଏଣିକି ଦର୍ଶକମାନେ ସାଥୀରେ ମାଗଣାରେ ଡିଜିଟାଲ କ୍ୟାମେରା ଭିତରକୁ ନେଇପାରିବେ।  ତା’ ସହିତ ପାଇଖାନା ବ୍ୟବହାର ଲାଗି କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। ସେହିପରି ମାଗଣାରେ ପ୍ୟୁରିଫାଏଡ୍‌ ପାଣି ଯୋଗାଇ ଦିଆଯି।

Related story