ଜନ୍ମଦିନରେ ମାଆ ହେଲା ଅଙ୍କିତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଶୁପ୍ରେମୀଙ୍କ ପାଇଁ ଖୁସି ଖବର। ନନ୍ଦନକାନନ  ପ୍ରାଣୀ ଉଦ୍ୟାନକୁ ୨ଟି ନୂଆ ଅତିଥି ଆସିଛନ୍ତି। ଶୁକ୍ରବାର ରାତି ପ୍ରାୟ ୧୦ଟା ୪୦ ମିନିଟରେ ବାଘୁଣୀ ଅଙ୍କିତା ୨ଟି ଛୁଆ ଜନ୍ମ ଦେଇଛି। ଜନ୍ମଦିନରେ ବାଘୁଣୀ ଅଙ୍କିତା ମାଆ ହୋଇଛି।

ଆଜିକୁ ଠିକ୍ ୬ ବର୍ଷ ତଳେ ଜାନୁଆରୀ ୧୨ ତାରିଖରେ ଜନ୍ମ ନେଇଥିଲା ବାଘୁଣୀ ଅଙ୍କିତା। ଏହାକୁ ମିଶାଇ ନନ୍ଦନକାନନରେ ବାଘ ସଂଖ୍ୟା ୨୬କୁ ବୃଦ୍ଧି ପାଇଛି। ଏହା ମଧ୍ୟରେ ୮ଟି ଧଳା ବାଘ ଅଛନ୍ତି।

Ordigital Desk
• Published: Saturday, 13 January 2018
• Updated: 13 January 2018, 12:25 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଶୁପ୍ରେମୀଙ୍କ ପାଇଁ ଖୁସି ଖବର। ନନ୍ଦନକାନନ  ପ୍ରାଣୀ ଉଦ୍ୟାନକୁ ୨ଟି ନୂଆ ଅତିଥି ଆସିଛନ୍ତି। ଶୁକ୍ରବାର ରାତି ପ୍ରାୟ ୧୦ଟା ୪୦ ମିନିଟରେ ବାଘୁଣୀ ଅଙ୍କିତା ୨ଟି ଛୁଆ ଜନ୍ମ ଦେଇଛି। ଜନ୍ମଦିନରେ ବାଘୁଣୀ ଅଙ୍କିତା ମାଆ ହୋଇଛି।

ଆଜିକୁ ଠିକ୍ ୬ ବର୍ଷ ତଳେ ଜାନୁଆରୀ ୧୨ ତାରିଖରେ ଜନ୍ମ ନେଇଥିଲା ବାଘୁଣୀ ଅଙ୍କିତା। ଏହାକୁ ମିଶାଇ ନନ୍ଦନକାନନରେ ବାଘ ସଂଖ୍ୟା ୨୬କୁ ବୃଦ୍ଧି ପାଇଛି। ଏହା ମଧ୍ୟରେ ୮ଟି ଧଳା ବାଘ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos