ରଙ୍ଗେ ହାତରେ ଧରାପଡ଼ିଗଲା ମାଡାମଙ୍କ କାରନାମା

ଜୟପୁର(ଓଡ଼ିଶା ରିପୋର୍ଟର) ଧରାପଡ଼ିଗଲା କଳାକାରନାମା। ଲାଞ୍ଚ ନେଇ ଧରାପଡ଼ିଲେ କୋରାପୁଟ ନନ୍ଦପୁର ସିଡିପିଓ । ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି ନନ୍ଦପୁର ସିଡିପିଓ ସ୍ନିଗ୍ଧାରାଣୀ ମିଶ୍ର । ଅଙ୍ଗନବାଡ଼ି କେନ୍ଦ୍ରର ଏକ ଜାଲି ବିଲ୍ କରାଇ ଦେବା ପାଇଁ ସ୍ନିଗ୍ଧାରାଣୀ ୧ ଲକ୍ଷ ୭୫ ହଜାର ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି। ଜଣେ ଠିକାଦାରଙ୍କ ପାଇଁ ଏହି ଲାଞ୍ଚ କରାଇଦେବାକୁ ସ୍ନିଗ୍ଧା ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ରଙ୍ଗେହାତରେ ଧରିଛି । ଭିଜିଲାନ୍ସ ଟିମ୍ ସିଡିପିଓଙ୍କ […]

hbc

Tapas Behera
  • Published: Tuesday, 27 October 2020
  • , Updated: 27 October 2020, 04:24 PM IST

ଜୟପୁର(ଓଡ଼ିଶା ରିପୋର୍ଟର) ଧରାପଡ଼ିଗଲା କଳାକାରନାମା। ଲାଞ୍ଚ ନେଇ ଧରାପଡ଼ିଲେ କୋରାପୁଟ ନନ୍ଦପୁର ସିଡିପିଓ । ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି ନନ୍ଦପୁର ସିଡିପିଓ ସ୍ନିଗ୍ଧାରାଣୀ ମିଶ୍ର । ଅଙ୍ଗନବାଡ଼ି କେନ୍ଦ୍ରର ଏକ ଜାଲି ବିଲ୍ କରାଇ ଦେବା ପାଇଁ ସ୍ନିଗ୍ଧାରାଣୀ ୧ ଲକ୍ଷ ୭୫ ହଜାର ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି। ଜଣେ ଠିକାଦାରଙ୍କ ପାଇଁ ଏହି ଲାଞ୍ଚ କରାଇଦେବାକୁ ସ୍ନିଗ୍ଧା ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ରଙ୍ଗେହାତରେ ଧରିଛି । ଭିଜିଲାନ୍ସ ଟିମ୍ ସିଡିପିଓଙ୍କ କୋରାପୁଟ ସେମିଳିଗୁଡ଼ା ଅଫିସ୍ ଓ ବାସଭବନରେ ପହଞ୍ଚି ତଦନ୍ତ କରୁବା ନେଇ ସୂଚନା ମିଳିଛି।

Related story