ନାରାୟଣପାଟଣା: ଯବାନଙ୍କୁ ଟାର୍ଗେଟ କରି ମାଓବାଦୀଙ୍କ ବିସ୍ଫୋରଣ

କୋରାପୁଟ: କୋରାପୁଟ ଜିଲ୍ଲା ନାରାୟଣପାଟଣାରେ ପୁଣି ମାଓ ଆତଙ୍କ ଦେଖିବାକୁ ମିଳିଛି। ଆଜି ବିଏସଏଫ୍ ଯବାନଙ୍କୁ ଟାର୍ଗେଟ କରି ମାଓବାଦୀମାନେ ବିସ୍ଫୋରଣ କରିଛନ୍ତି। ନାରାୟଣପାଟଣା- ତେନ୍ତୁଲିପଦର ରାସ୍ତାର ବାଲିପେଟାଠାରେ ଏହି ବିସ୍ପୋରଣ ହୋଇଛି। ବିଏସ୍ଏଫ୍ ଯବାନ କମ୍ୱିଂରେ ଯାଉଥିବା ବେଳେ ମାଓବାଦୀ ଟିଫିନ୍ ବୋମା ବିସ୍ଫୋରଣ କରିଥିଲେ। ତେବେ ଏଥିରେ କାହାର କିଛି କ୍ଷତି ହୋଇନ ଥିବା ସୂଚନା ମିଳିଛି।

napatana

Rakesh Mallick
  • Published: Tuesday, 02 June 2015
  • , Updated: 02 June 2015, 02:03 PM IST

Related story