ଅର୍ଥ ପାଇଁ ରାଜ୍ୟର କେହି ଜଣେ ବି ରୋଗୀ ଚିକିତ୍ସାରୁ ବଞ୍ଚିତ ହେବେନି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅର୍ଥ ପାଇଁ ରାଜ୍ୟର କେହି ଜଣେ ବି ରୋଗୀ ଚିକିତ୍ସାରୁ ବଞ୍ଚିତ ହେବନି। ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ରାଜ୍ୟସ୍ତରୀୟ ଉତ୍ସବରେ ତ୍ରିରଙ୍ଗା ଉଡ଼ାଇ ଏଇ ଭରସା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  ଏଥିସହ ଲକ୍‌ଡାଉନ୍ ସମୟରେ ଆର୍ଥିକ ଗତିବିଧି ଜାରି ରଖିବା ପାଇଁ ସରକାର ପଦକ୍ଷେପ ନେଉଥିବା କହି କରୋନା ସମୟରେ ବି ଓଡ଼ିଶାକୁ ୧୨ ହଜାର କୋଟି ପୁଞ୍ଜିନିବେଶର ପ୍ରସ୍ତାବ ଆସିଥିବା ସୂଚନା ଦେଇଛନ୍ତି। କରୋନା କାଳରେ ରାଜ୍ୟକୁ ଆସିଛି ୧୨ […]

naveen

naveen

Tapas Behera
  • Published: Saturday, 15 August 2020
  • Updated: 15 August 2020, 08:12 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅର୍ଥ ପାଇଁ ରାଜ୍ୟର କେହି ଜଣେ ବି ରୋଗୀ ଚିକିତ୍ସାରୁ ବଞ୍ଚିତ ହେବନି। ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ରାଜ୍ୟସ୍ତରୀୟ ଉତ୍ସବରେ ତ୍ରିରଙ୍ଗା ଉଡ଼ାଇ ଏଇ ଭରସା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  ଏଥିସହ ଲକ୍‌ଡାଉନ୍ ସମୟରେ ଆର୍ଥିକ ଗତିବିଧି ଜାରି ରଖିବା ପାଇଁ ସରକାର ପଦକ୍ଷେପ ନେଉଥିବା କହି କରୋନା ସମୟରେ ବି ଓଡ଼ିଶାକୁ ୧୨ ହଜାର କୋଟି ପୁଞ୍ଜିନିବେଶର ପ୍ରସ୍ତାବ ଆସିଥିବା ସୂଚନା ଦେଇଛନ୍ତି। କରୋନା କାଳରେ ରାଜ୍ୟକୁ ଆସିଛି ୧୨ ହଜାର କୋଟିର ପୁଞ୍ଜି ନିବେଶ ପ୍ରସ୍ତାବ। ମହାରାଷ୍ଟ୍ରକୁ ପଛରେ ପକାଇ ପୁଞ୍ଜି ନିବେଶରେ ଓଡ଼ିଶା ଏବେ ନମ୍ବର ଓ୍ୱାନ।

ଜାତୀୟ ପତାକା ଉତ୍ତୋଳନ ପରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ମଞ୍ଚରୁ ରାଜ୍ୟର ଆର୍ଥିକ ଗତିବିଧି ନେଇ ଏଭଳି ଭରସାପୂର୍ଣ୍ଣ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଛନ୍ତି କରୋନା ସମୟରେ ଦେଶରେ ହୋଇଥିବା ଇନ୍‌ଭେଷ୍ଟମେଣ୍ଟରୁ ୧୮ ପ୍ରତିଶତ କେବଳ ଓଡ଼ିଶାକୁ ହିଁ ଆସିଛି । ଆର୍ଥିକ ଗତିବିଧି ଜାରି ରଖିବାକୁ କୃଷି, ନିର୍ମାଣ କାର୍ଯ୍ୟ ସହିତ ବିଭିନ୍ନ କର୍ମ ସଂସ୍ଥାନ ସୃଷ୍ଟି ଦିଗରେ ସରକାର କାର୍ଯ୍ୟ କରୁଛନ୍ତି । ସେହିପରି କରୋନା ବିରୋଧରେ ଲଢ଼େଇରେ କୋଭିଡ ଯୋଦ୍ଧାଙ୍କ ଭୂମିକାର ଭୂୟସୀ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ।

କହିଛନ୍ତି ସେମାନଙ୍କ ସେବା ଓ ତ୍ୟାଗ ପାଇଁ ସାରା ଭାରତରେ ରାଜ୍ୟର ଆରୋଗ୍ୟ ହାର ଭଲ ଅଛି। ମୃତ୍ୟୁହାର କମ୍ ରହିଛି। ସେହିପରି ପଇସା ପାଇଁ ଓଡ଼ିଶାରେ କେହି ଜଣେ ବି ରୋଗୀ ଚିକିତ୍ସାରୁ ବଞ୍ଚିତ ହେବେନି ସମସ୍ତଙ୍କୁ ସର୍ବୋତ୍ତମ ଚିକିତ୍ସା ଦେବାକୁ ଆମେ ଚେଷ୍ଟା କରୁଛୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story