ସରକାରୀ ଥଇଥାନ କେନ୍ଦ୍ର ପାଲଟିଛି ନବୀନ ନିବାସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନ ‘ନବୀନ ନିବାସ’ ଏବେ ସରକାରୀ ଅଫିସରଙ୍କ ଥଇଥାନ କେନ୍ଦ୍ର ପାଲଟିଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଅବସର ନେଉଥିବା ଅଫିସରମାନଙ୍କୁ ଏବେ ମୁଖ୍ୟମନ୍ତ୍ରୀଙ୍କ ଆବାସିକ କାର୍ଯ୍ୟାଳୟରେ ଓଏସଡି(ଅଫିସର ଅନ୍ ସ୍ପେଶାଲ ଡ୍ୟୁଟି) ଭାବେ ଅବସ୍ଥାପିତ କରାଯାଇ ରାଜ୍ୟ ରାଜକୋଷରୁ ମୋଟା ଅଙ୍କର ଦରମା ଦେବାର ବ୍ୟବସ୍ଥା କରାଯାଉଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ସଚିବ ପାହ୍ୟାରେ କାର୍ଯ୍ୟ କରିଥିବା ଦିଲ୍ଲୀପ ମହାନ୍ତି ଓ ଗୋପବନ୍ଧୁ ଦାସ ପରେ ଏବେ ପ୍ରଦୀପ୍ତ କୁମାର […]

naveen-niwas-road123455566

naveen-niwas-road123455566

Tapas Behera
  • Published: Thursday, 02 July 2020
  • Updated: 02 July 2020, 10:39 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନ ‘ନବୀନ ନିବାସ’ ଏବେ ସରକାରୀ ଅଫିସରଙ୍କ ଥଇଥାନ କେନ୍ଦ୍ର ପାଲଟିଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଅବସର ନେଉଥିବା ଅଫିସରମାନଙ୍କୁ ଏବେ ମୁଖ୍ୟମନ୍ତ୍ରୀଙ୍କ ଆବାସିକ କାର୍ଯ୍ୟାଳୟରେ ଓଏସଡି(ଅଫିସର ଅନ୍ ସ୍ପେଶାଲ ଡ୍ୟୁଟି) ଭାବେ ଅବସ୍ଥାପିତ କରାଯାଇ ରାଜ୍ୟ ରାଜକୋଷରୁ ମୋଟା ଅଙ୍କର ଦରମା ଦେବାର ବ୍ୟବସ୍ଥା କରାଯାଉଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ସଚିବ ପାହ୍ୟାରେ କାର୍ଯ୍ୟ କରିଥିବା ଦିଲ୍ଲୀପ ମହାନ୍ତି ଓ ଗୋପବନ୍ଧୁ ଦାସ ପରେ ଏବେ ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ ସରକାରୀ ଚାକିରିରୁ ଅବସର ପରେ ଥଇଥାନର ବନ୍ଦୋବସ୍ତ ହୋଇଛି।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରୁଥିବା ୨୦୦୭ ବ୍ୟାଚର ପଦୋନ୍ନତିପ୍ରାପ୍ତ ଆଇଏଏସ ପ୍ରଦୀପ୍ତ କୁମାର ମହାପାତ୍ର ଜୁନ୍ ୩୦ତାରିଖରେ ସରକାରୀ ଚାକିରିରୁ ଅବସର ନେଇଛନ୍ତି। ମାତ୍ର ତାଙ୍କ ଅବସରକୁ ଦୁଇଦିନ ନପୁରୁଣୁ ତାଙ୍କୁ ଆଜି ମୁଖ୍ୟମନ୍ତ୍ରୀଙ୍କ ଆବାସିକ କାର୍ଯ୍ୟାଳୟର ଓଏସଡି ଭାବେ ପୁଣିଥରେ ଥଇଥାନ କରାଯାଇଛି। ସେ ସ୍ୱତନ୍ତ୍ର ସଚିବ ପାହ୍ୟାର ଅଫିସର ଭାବେ ସମସ୍ତ ସରକାରୀ ସୁବିଧାସୁଯୋଗ ପାଇବେ।

ତେବେ ପ୍ରଶ୍ନ ଉଠୁଛି, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଅବସର ନେଉଥିବା ଅଫିସରମାନଙ୍କ ପ୍ରତି ଏଭଳି ସରକାରୀ ଅନୁକମ୍ପା କାହିଁକି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାମ କରିବା ପାଇଁ ରାଜ୍ୟ ସରକାରଙ୍କ ପାଖରେ ବିଶ୍ୱସ୍ତ ଅଫିସରଙ୍କ ଅଭାବ ରହିଛି ନା ଅନ୍ୟ କିଛି କାରଣରୁ ଏହି ଅଫିସରମାନଙ୍କୁ ପୁଣିଥରେ ଥଇଥାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ବାଧ୍ୟ ହେଉଛି। ତା’ପୁଣି ରାଜ୍ୟବାସୀଙ୍କ ଟିକସ ଅର୍ଥରେ ‘ସ୍ୱତନ୍ତ୍ର ସଚିବ’ ପାହ୍ୟାର ସୁବିଧାସୁଯୋଗ ଦିଆଯାଉଛି।

ଉଲ୍ଲେଖଯୋଗ୍ୟ, ସରକାରୀ ଚାକିରିରୁ ୨୦୧୬ ମସିହାରେ ଅବସର ନେବା ସତ୍ତ୍ୱେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅତିରିକ୍ତ ସଚିବ ଦିଲ୍ଲୀପ ମହାନ୍ତିଙ୍କୁ ସେଠାରେ ଥଇଥାନ କରାଯାଇଛି। ସେ ଏବେବି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ‘ସ୍ୱତନ୍ତ୍ର ସଚିବ’ ପାହ୍ୟାରେ କାର୍ଯ୍ୟ କରୁଛନ୍ତି। ସେହିପରି ସାଧାରଣ ନିର୍ବାଚନ ପୂର୍ବରୁ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିବା ପଦୋନ୍ନତିପ୍ରାପ୍ତ ଆଇଏଏସ୍ ଗୋପବନ୍ଧୁ ଦାସଙ୍କୁ ପ୍ରଥମେ ବିଜେଡି ସଭାପତିଙ୍କ ରାଜନୀତିକ ପରାମର୍ଶଦାତା ଓ ୨୦୧୯ ଜୁଲାଇରେ ମୁଖ୍ୟମନ୍ତ୍ରୀଙ୍କ ଆବାସିକ କାର୍ଯ୍ୟାଳୟର ଓଏସଡି ଭାବେ ‘ସ୍ୱତନ୍ତ୍ର ସଚିବ’ ପାହ୍ୟାରେ ଥଇଥାନ କରାଗଲା। ଏବେ ଶ୍ରୀ ମହାପାତ୍ରଙ୍କୁ ଅନୁରୂପ ଭାବେ ନବୀନ ନିବାସର ‘ଓଏସଡି’ ଭାବେ କାର୍ଯ୍ୟ କରିବେ। ତେବେ ଏହି ଅଫିସରମାନଙ୍କୁ ରାଜ୍ୟର ସ୍ୱାର୍ଥ ପାଇଁ ନା ଅନ୍ୟ କାହାର ସ୍ୱାର୍ଥ ନିମନ୍ତେ ଏଭଳି ସରକାରୀ ଥଇଥାନ କରାଯାଉଛି ତାକୁ ନେଇ ପାୱାର କରିଡରରେ ଚର୍ଚ୍ଚା ଜୋର ଧରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story