ଶୁକ୍ରବାର ନବୀନଙ୍କୁ ଛୁଇଁବ ୭୫

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆସନ୍ତା ଶୁକ୍ରବାର ୭୫ବର୍ଷରେ ପଦାର୍ପଣ କରିବେ। କୋଭିଡ୍ ମହାମାରୀ ସଂକ୍ରମଣ ଆଶଙ୍କାରେ ଗତ ୭ମାସ ମଧ୍ୟରେ ମାତ୍ର ୨ଥର ନବୀନ ନିବାସରୁ ବାହାରି ଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଚଳିତବର୍ଷ ନିଜର ଜନ୍ମଦିନ ନିରାଡ଼ମ୍ବର ଭାବେ ପାଳନ କରିବେ ବୋଲି ଜଣାପଡ଼ିଛି। ନବୀନ ନିବାସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗତବର୍ଷ ‘ଫନି’ ମହାବାତ୍ୟା ପାଇଁ ମୁଖ୍ୟମନ୍ତ୍ରୀ ନିଜର ଜନ୍ମଦିନ ପାଳିନଥିବାବେଳେ ଏଥର କରୋନା ସଂକ୍ରମଣ […]

naveen

naveen

Tapas Behera
  • Published: Monday, 12 October 2020
  • Updated: 12 October 2020, 08:24 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆସନ୍ତା ଶୁକ୍ରବାର ୭୫ବର୍ଷରେ ପଦାର୍ପଣ କରିବେ। କୋଭିଡ୍ ମହାମାରୀ ସଂକ୍ରମଣ ଆଶଙ୍କାରେ ଗତ ୭ମାସ ମଧ୍ୟରେ ମାତ୍ର ୨ଥର ନବୀନ ନିବାସରୁ ବାହାରି ଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଚଳିତବର୍ଷ ନିଜର ଜନ୍ମଦିନ ନିରାଡ଼ମ୍ବର ଭାବେ ପାଳନ କରିବେ ବୋଲି ଜଣାପଡ଼ିଛି।

ନବୀନ ନିବାସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗତବର୍ଷ ‘ଫନି’ ମହାବାତ୍ୟା ପାଇଁ ମୁଖ୍ୟମନ୍ତ୍ରୀ ନିଜର ଜନ୍ମଦିନ ପାଳିନଥିବାବେଳେ ଏଥର କରୋନା ସଂକ୍ରମଣ ଓ କଟକଣା ଯୋଗୁ ଅନୁରୂପ ଭାବେ ଜନ୍ମଦିନ ପାଳିବେ ନାହିଁ। କରୋନା କଟକଣା ଯୋଗୁ ମୁଖ୍ୟମନ୍ତ୍ରୀ କ୍ୱଚିତ୍ ଲୋକଙ୍କୁ ଭେଟୁଥିବାରୁ ତାଙ୍କ ଜନ୍ମଦିନରେ ନେତା-ମନ୍ତ୍ରୀ ଓ ଶୁଭେଚ୍ଛୁଙ୍କୁ ନବୀନ ନିବାସ ଯିବା ଉପରେ କଟକଣା ବଳବତ୍ତର ରହିବ।
ସୂଚନାଯୋଗ୍ୟ, ୧୯୪୬ ଅକ୍ଟୋବର ୧୬ରେ ଜନ୍ମିତ ଶ୍ରୀ ପଟ୍ଟନାୟକ ୨୦୦୦ ମାର୍ଚ୍ଚ ୫ରୁ ଏପର୍ଯ୍ୟନ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story