ରେଳମନ୍ତ୍ରୀଙ୍କୁ ନବୀନଙ୍କ ଚିଠି : ଅଗଷ୍ଟରେ ହରିଦାସପୁର-ପାରାଦୀପ  ପାସେଞ୍ଜର ଟ୍ରେନ ଚଳାଅ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହରିଦାସପୁର-ପାରାଦୀପ ନୂଆ ରେଳ ଲାଇନରେ ଅଗଷ୍ଟ ମାସରେ ପାସେଞ୍ଜର ଟ୍ରେନ ଚଳାଇବାକୁ ଆବଶ୍ୟକ ଅନୁମତି ଓ ବ୍ୟବସ୍ଥା କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, କେନ୍ଦ୍ରାପଡ଼ା ଜିଲ୍ଲାର ଲୋକମାନେ ଏପର୍ଯ୍ୟନ୍ତ ପାସେଞ୍ଜର ଟ୍ରେନ ଦେଖିନାହାନ୍ତି। ତେଣୁ ହରିଦାସପୁର-ପାରାଦୀପ ନୂଆ ରେଳ ଲାଇନ ପ୍ରକଳ୍ପ ପାଇଁ ସ୍ପେଶାଲ ପରର୍ପସ ଭେହିଙ୍କିଲ(ଏସପିଭି) ଗଠନ […]

train

train

Tapas Behera
  • Published: Tuesday, 28 July 2020
  • Updated: 28 July 2020, 09:06 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହରିଦାସପୁର-ପାରାଦୀପ ନୂଆ ରେଳ ଲାଇନରେ ଅଗଷ୍ଟ ମାସରେ ପାସେଞ୍ଜର ଟ୍ରେନ ଚଳାଇବାକୁ ଆବଶ୍ୟକ ଅନୁମତି ଓ ବ୍ୟବସ୍ଥା କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, କେନ୍ଦ୍ରାପଡ଼ା ଜିଲ୍ଲାର ଲୋକମାନେ ଏପର୍ଯ୍ୟନ୍ତ ପାସେଞ୍ଜର ଟ୍ରେନ ଦେଖିନାହାନ୍ତି। ତେଣୁ ହରିଦାସପୁର-ପାରାଦୀପ ନୂଆ ରେଳ ଲାଇନ ପ୍ରକଳ୍ପ ପାଇଁ ସ୍ପେଶାଲ ପରର୍ପସ ଭେହିଙ୍କିଲ(ଏସପିଭି) ଗଠନ କରିବା ସହ ଓଡ଼ିଶା ସରକାର ଷ୍ଟାମ୍ପ ଡ୍ୟୁଟି, ରେଜିଷ୍ଟ୍ରେସନ ଫି’ ଛାଡ଼ ସହ ଅଧିଗ୍ରହଣ ହୋଇଥିବା ଜମିର ପ୍ରିମିୟମ ମଧ୍ୟ ଛାଡ଼ କରିଥିଲେ।

ଏସପିଭିରେ ନିଜର ଅଂଶଧନ ମଧ୍ୟ ଓଡ଼ିଶା ସରକାର ଦେଇଥିଲେ। ଏହି ୮୨କିମି ନୂଆ ରେଳମାର୍ଗ ନିର୍ମାଣ କାର୍ଯ୍ୟ ଏବେ ଶେଷ ହୋଇସାରିଛି। ଏହି ରେଳମାର୍ଗ ଯୋଗୁ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଥମଥର ପାଇଁ ରେଳ ମାନଚିତ୍ରରେ ସାମିଲ ହୋଇପାରିଛି। ପାସେଞ୍ଜର ଟ୍ରେନ ଚାଲିଲେ କେନ୍ଦ୍ରାପଡ଼ା ଜିଲ୍ଲ୍ଲାବାସୀଙ୍କ ଆଶା ପୂରଣ ହୋଇପାରିବ। ଏହି ଏସପିଭି କମ୍ପାନୀ ମଧ୍ୟ ଉକ୍ତ ମାର୍ଗରେ ପାସେଞ୍ଜର ଟ୍ରେନ ଚଳାଇବାକୁ ସୁପାରିସ୍ କରିସାରିଛନ୍ତି।
ତେଣୁ ଏସବୁକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ଲୋକଙ୍କ ସୁବିଧା ପାଇଁ ଯଥାଶୀଘ୍ର ଏହି ନୂଆ ମାର୍ଗରେ ପାସେଞ୍ଜର ଟ୍ରେନ ଚଳାଇବାକୁ ଆବଶ୍ୟକ ଅନୁମୋଦନ ଦେବାକୁ ରେଳମନ୍ତ୍ରୀ ଶ୍ରୀ ଗୋଏଲଙ୍କୁ ଆଜି ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି।

ସୂଚନାଯୋଗ୍ୟ, ହରିଦାସପୁର-ପାରାଦୀପ ରେଳମାର୍ଗ ନିର୍ମାଣ ନିମନ୍ତେ କେନ୍ଦ୍ରାପଡ଼ାର ତତକାଳୀନ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ନିରନ୍ତର ପ୍ରୟାସ କରିଥିଲେ। ତାଙ୍କ ଉଦ୍ୟମ ଯୋଗୁ ସେତେବେଳେ ଉଭୟ ରେଳ ମନ୍ତ୍ରଣାଳୟ ଓ ଓଡ଼ିଶା ସରକାର ଏସପିଭି ଗଠନ କରି ରେଳମାର୍ଗ ନିର୍ମାଣ କାର୍ଯ୍ୟକୁ ତ୍ୱରାନିତ କରିଥିଲେ। ଏହି ନୂଆ ରେଳମାର୍ଗରେ ଗତ ଜୁଲାଇ ୯ଜାରିଖରେ ପରୀକ୍ଷାମୂଳକ ଭାବେ ଟ୍ରେନ ଚଳାଚଳ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story