‘ଏସ୍‌ଆର’ କଂପାନୀର ପାଇପ୍‌ ଲାଇନ୍‌ କାଟିଦେଲେ ନକ୍ସଲ

ଚିତ୍ରକୋଣ୍ଡା(ରତ୍ନାକର ପ୍ରଧାନ): ମାଲକାନଗିରି ଜିଲ୍ଲା ରାଲେଗଡ଼ ପଞ୍ଚାୟତ ଦିଘାଜାନବାଇ ଗାଁ ପଛପଟେ ଥିବା ଏସ୍‌ଆର କମ୍ପାନୀର ପାଇପ୍‌ ଲାଇନ୍‌କୁ ନକ୍ସଲମାନେ କାଟି ଦେଇଛନ୍ତି।  ଗତ ଶନିବାର ବିଳମ୍ୱିତ ରାତିରେ ନକ୍ସଲମାନେ ଏହି କାଣ୍ଡ ଭିଆଇଥିବା ଜଣାପଡ଼ିଛି। ଏହାଦ୍ୱାରା ଛତିଶଗଡ଼ରୁ ଆନ୍ଧ୍ରପ୍ରଦେଶ ଯାଇଥିବା ପାଇପ୍ ଲାଇନ୍ କ୍ଷତିଗ୍ରସ୍ତ ହୋଇଛି। ପାଇପ୍ ଲାଇନ୍ କଟିଥିବାରୁ ଏସ୍ଆର କମ୍ପାନୀରେ କାର୍ଯ୍ୟ ବନ୍ଦ ରହିଛି।

malkangiri-89

Jyoshna Pradhan
  • Published: Monday, 21 January 2019
  • , Updated: 21 January 2019, 02:19 PM IST

ଚିତ୍ରକୋଣ୍ଡା(ରତ୍ନାକର ପ୍ରଧାନ): ମାଲକାନଗିରି ଜିଲ୍ଲା ରାଲେଗଡ଼ ପଞ୍ଚାୟତ ଦିଘାଜାନବାଇ ଗାଁ ପଛପଟେ ଥିବା ଏସ୍‌ଆର କମ୍ପାନୀର ପାଇପ୍‌ ଲାଇନ୍‌କୁ ନକ୍ସଲମାନେ କାଟି ଦେଇଛନ୍ତି।  ଗତ ଶନିବାର ବିଳମ୍ୱିତ ରାତିରେ ନକ୍ସଲମାନେ ଏହି କାଣ୍ଡ ଭିଆଇଥିବା ଜଣାପଡ଼ିଛି।

ଏହାଦ୍ୱାରା ଛତିଶଗଡ଼ରୁ ଆନ୍ଧ୍ରପ୍ରଦେଶ ଯାଇଥିବା ପାଇପ୍ ଲାଇନ୍ କ୍ଷତିଗ୍ରସ୍ତ ହୋଇଛି। ପାଇପ୍ ଲାଇନ୍ କଟିଥିବାରୁ ଏସ୍ଆର କମ୍ପାନୀରେ କାର୍ଯ୍ୟ ବନ୍ଦ ରହିଛି।

Related story