ଘରୁ ଡାକି ନେଇ ଗାଁ ମୁଣ୍ଡରେ ମାରିଦେଲେ

ଉମରକୋଟ (କାର୍ତ୍ତିକ ମଲ୍ଲିକ): ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍‌ ଭେନସ ଗାଁରେ ନକ୍ସଲମାନେ ଏକ ବର୍ବରକାଣ୍ଡ ଘଟାଇଛନ୍ତି। ଗତକାଲି ରାତିରେ ନକ୍ସଲମାନେ ଜଣଙ୍କୁ ଘରୁ ଡାକି ନେଇ ଗୁଳି କରି ହତ୍ୟା କରିଛନ୍ତି। ମୃତ ବ୍ୟକ୍ତିଙ୍କ ନାଁ ଟୁନୁ ଗଣ୍ଡ। ପୁଲିସ୍ ଇନ୍‌ଫର୍ମର ସନ୍ଦେହରେ ତାଙ୍କୁ ହତ୍ୟା କରିଛନ୍ତି। ଟୁନୁଙ୍କ ମୃତଦେହ ଗାଁ ମୁଣ୍ଡରୁ ଉଦ୍ଧାର କରାଯାଇଥିଲା। ନକ୍ସଲମାନେ ମୃତଦେହ ନିକଟରେ ଏକ ହାତ ଲେଖା ଚିଠି ବି ଛାଡ଼ି ଯାଇଥିଲେ। ପୁଲିସ୍‌ ଘଟଣାର ତଦନ୍ତ କରୁଛି। […]

deadbody

deadbody

Jitendra Garnayak
  • Published: Tuesday, 12 February 2019
  • Updated: 12 February 2019, 01:02 PM IST

Sports

Latest News

ଉମରକୋଟ (କାର୍ତ୍ତିକ ମଲ୍ଲିକ): ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍‌ ଭେନସ ଗାଁରେ ନକ୍ସଲମାନେ ଏକ ବର୍ବରକାଣ୍ଡ ଘଟାଇଛନ୍ତି।

ଗତକାଲି ରାତିରେ ନକ୍ସଲମାନେ ଜଣଙ୍କୁ ଘରୁ ଡାକି ନେଇ ଗୁଳି କରି ହତ୍ୟା କରିଛନ୍ତି। ମୃତ ବ୍ୟକ୍ତିଙ୍କ ନାଁ ଟୁନୁ ଗଣ୍ଡ। ପୁଲିସ୍ ଇନ୍‌ଫର୍ମର ସନ୍ଦେହରେ ତାଙ୍କୁ ହତ୍ୟା କରିଛନ୍ତି।

letterଟୁନୁଙ୍କ ମୃତଦେହ ଗାଁ ମୁଣ୍ଡରୁ ଉଦ୍ଧାର କରାଯାଇଥିଲା। ନକ୍ସଲମାନେ ମୃତଦେହ ନିକଟରେ ଏକ ହାତ ଲେଖା ଚିଠି ବି ଛାଡ଼ି ଯାଇଥିଲେ।

ପୁଲିସ୍‌ ଘଟଣାର ତଦନ୍ତ କରୁଛି।

ସୂଚନାଯୋଗ୍ୟ, ଫେବୃଆରୀ ୫ ତାରିଖରେ କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ ବ୍ଲକ୍ ଝିରିପାଣି ଦେସୁଘାଟିରେ ବ୍ରିଜ ନିର୍ମାଣରେ ନିୟୋଜିତ ଏକ ଠିକା କମ୍ପାନୀର ଗାଡ଼ି ଗୁଡିକୁ ନକ୍ସଲମାନେ ପୋଡ଼ି ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story