ଅଙ୍ଗନବାଡ଼ି କାନ୍ଥରେ ଲାଗିଛି ନକ୍ସଲ ପୋଷ୍ଟର

ବାଲିଗୁଡ଼ା (ଅଜିତ ନାୟକ): କୋଟଗଡ଼ ଥାନା ବଣ୍ଡାପିପିଲି ଅଙ୍ଗନବାଡ଼ି କାନ୍ଥରେ ନକ୍ସଲଙ୍କ ଧମକପୂର୍ଣ୍ଣ ପୋଷ୍ଟର ଲାଗିଛି। ସେଥିରେ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ପୁଲିସ ଇନ୍‌ଫର୍ମର ଭାବେ କାମ କରୁଥିବା ଲେଖାଯାଇଛି। ଏଥିସହ ଜଣେ ଠିକାଦାର ଓ ଜଣେ ଶିକ୍ଷକ ସଙ୍ଗଠନ ସମ୍ପର୍କରେ ପୁଲିସ୍‌କୁ ଖବର ଦେଉଥିବା ପୋଷ୍ଟରରେ ଉଲ୍ଲେଖ ରହିଛି। ସେମାନେ ପୁଲିସ ଇନ୍‌ଫର୍ମର କାର୍ଯ୍ୟରୁ ନିବୃତ୍ତ ରୁହନ୍ତି। ନହେଲେ ପ୍ରଜାକୋର୍ଟରେ ଦଣ୍ଡ ଦିଆଯିବ ବୋଲି ପୋଷ୍ଟରରେ ଚେତାବନୀ ଦିଆଯାଇଛି। ଏହି ପୋଷ୍ଟର ତଳେ ସିସିଆଇ ମାଓବାଦୀ […]

Naxal

Naxal

Manoranjan Sial
  • Published: Saturday, 23 April 2022
  • Updated: 23 April 2022, 10:38 PM IST

ବାଲିଗୁଡ଼ା (ଅଜିତ ନାୟକ): କୋଟଗଡ଼ ଥାନା ବଣ୍ଡାପିପିଲି ଅଙ୍ଗନବାଡ଼ି କାନ୍ଥରେ ନକ୍ସଲଙ୍କ ଧମକପୂର୍ଣ୍ଣ ପୋଷ୍ଟର ଲାଗିଛି। ସେଥିରେ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ପୁଲିସ ଇନ୍‌ଫର୍ମର ଭାବେ କାମ କରୁଥିବା ଲେଖାଯାଇଛି। ଏଥିସହ ଜଣେ ଠିକାଦାର ଓ ଜଣେ ଶିକ୍ଷକ ସଙ୍ଗଠନ ସମ୍ପର୍କରେ ପୁଲିସ୍‌କୁ ଖବର ଦେଉଥିବା ପୋଷ୍ଟରରେ ଉଲ୍ଲେଖ ରହିଛି। ସେମାନେ ପୁଲିସ ଇନ୍‌ଫର୍ମର କାର୍ଯ୍ୟରୁ ନିବୃତ୍ତ ରୁହନ୍ତି। ନହେଲେ ପ୍ରଜାକୋର୍ଟରେ ଦଣ୍ଡ ଦିଆଯିବ ବୋଲି ପୋଷ୍ଟରରେ ଚେତାବନୀ ଦିଆଯାଇଛି। ଏହି ପୋଷ୍ଟର ତଳେ ସିସିଆଇ ମାଓବାଦୀ ବାଗୁନା ଡିଭିଜନାଲ୍‌ କମିଟି ଲେଖାଯାଇଛି। ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଭୟର ବାତାବରଣ ଖେଳି ଯାଇଛି।

ତେବେ ଏହି ପୋଷ୍ଟର ନକ୍ସଲମାନେ ମାରିଛନ୍ତି ନା ଅନ୍ୟ କେହି, ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ବର୍ତ୍ତମାନ ସୁଦ୍ଧା ପୁଲିସ୍‌ ପୋଷ୍ଟର ଜବତ କରିନଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story