ଯବାନଙ୍କୁ ମାତ୍ ଦେବାକୁ ନକ୍ସଲଙ୍କ ନୂଆ ଅସ୍ତ୍ର ‘ମାଇକ୍ରୋ ଆଇଇଡି’

ମାଲକାନଗିରି(ଜିତେନ୍ଦ୍ର ବେଉରା): ବିଧାନସଭା ନିର୍ବାଚନ ସମୟରେ ଯବାନମାନଙ୍କୁ ଆଘାତ ଦେବା ପାଇଁ ନକ୍ସଲମାନେ ନୂଆ ରଣନୀତି କରିଛନ୍ତି। ମାଓବାଦୀମାନେ ‘ମାଇକ୍ରୋ ଆଇଇଡି’ ନାମକ ନୂଆ ଅସ୍ତ୍ର ତିଆରି କରିଛନ୍ତି। ଏହା ଏତେ ଛୋଟ ଯେ, ଗଛର ପତ୍ର ମଧ୍ୟରେ ବି ତାହା ଲୁଚି ଯିବ। ଏପରି କିଛି ‘ଆଇଇଡି’ ତାଡ଼ା ମେଟାଲ୍‌ ଜଙ୍ଗଲରୁ ଜବତ କରାଯାଇଛି। ସର୍ଚ୍ଚ ଅପରେସନ୍‌ ପାଇଁ ଯବାନମାନେ ଯାଉଥିବା ବେଳେ ଏହାକୁ ଠାବ କରିଥିଲେ। ଏହି ମାଇକ୍ରୋ ଆଇଇଡି ଦେଖିବାକୁ ଦୀପାବଳିରେ ଫୁଟା […]

ex

ex

Jitendra Garnayak
  • Published: Monday, 08 October 2018
  • Updated: 08 October 2018, 11:59 AM IST

Sports

Latest News

ମାଲକାନଗିରି(ଜିତେନ୍ଦ୍ର ବେଉରା): ବିଧାନସଭା ନିର୍ବାଚନ ସମୟରେ ଯବାନମାନଙ୍କୁ ଆଘାତ ଦେବା ପାଇଁ ନକ୍ସଲମାନେ ନୂଆ ରଣନୀତି କରିଛନ୍ତି। ମାଓବାଦୀମାନେ ‘ମାଇକ୍ରୋ ଆଇଇଡି’ ନାମକ ନୂଆ ଅସ୍ତ୍ର ତିଆରି କରିଛନ୍ତି।

ଏହା ଏତେ ଛୋଟ ଯେ, ଗଛର ପତ୍ର ମଧ୍ୟରେ ବି ତାହା ଲୁଚି ଯିବ। ଏପରି କିଛି ‘ଆଇଇଡି’ ତାଡ଼ା ମେଟାଲ୍‌ ଜଙ୍ଗଲରୁ ଜବତ କରାଯାଇଛି।

ସର୍ଚ୍ଚ ଅପରେସନ୍‌ ପାଇଁ ଯବାନମାନେ ଯାଉଥିବା ବେଳେ ଏହାକୁ ଠାବ କରିଥିଲେ।

ଏହି ମାଇକ୍ରୋ ଆଇଇଡି ଦେଖିବାକୁ ଦୀପାବଳିରେ ଫୁଟା ଯାଉଥିବା ବାଣ ଭଳି।

ଜଙ୍ଗଲରେ କମ୍ବିଂ ବେଳେ ଯବାନଙ୍କ ଉପରେ ଆକ୍ରମଣ କରିବାକୁ ନକ୍ସଲମାନେ ଏହି ମାଇକ୍ରୋ ‌ଆଇଇଡିକୁ ବ୍ୟବହାର କରିବାକୁ ଯୋଜନା କରିଥିବା ସନ୍ଦେହ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story