ସରଣ୍ଡା ଜଙ୍ଗଲରେ ନକ୍ସଲ ପୋଷ୍ଟର

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଝାଡ଼ଖଣ୍ଡରେ  ବିଧାନସଭା ନିର୍ବାଚନ ପୂର୍ବରୁ ନକ୍ସଲମାନେ ବେଶ୍ ସକ୍ରିୟ ହୋଇପଡ଼ିଛନ୍ତି। ବିଭିନ୍ନ ସ୍ଥାନରେ ନକ୍ସଲମାନେ ହିଂସାକଣ୍ଡ କରି ହତ୍ୟା କରିବା , ଗୁଳି ଚଳାଇବା ଆଦି ଜାରି ରଖିଥିବା ବେଳେ ଗତକାଲି ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲରେ ଥିବା ବିଭିନ୍ନ ଗାଁ ମୁଣ୍ଡରେ ପୋଷ୍ଟର ଓ ବ୍ୟାନର ଆଦି ଲଗାଇଛନ୍ତି । ଏହି ପୋଷ୍ଟର ଓ ବ୍ୟାନରରେ ସରକାରୀ ବିରୋଧୀ ସ୍ଲୋଗାନ ସହ ନିର୍ଵାଚନକୁ ବର୍ଜନ କରିବାକୁ ଆହ୍ୱାନ ଦିଆଯାଇଛି। ତେବେ ଝାଡ଼ଖଣ୍ଡ ବିଧାନସଭା […]

Untitled-1-3

Untitled-1-3

Jyoshna Pradhan
  • Published: Monday, 25 November 2019
  • Updated: 25 November 2019, 10:40 AM IST

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଝାଡ଼ଖଣ୍ଡରେ  ବିଧାନସଭା ନିର୍ବାଚନ ପୂର୍ବରୁ ନକ୍ସଲମାନେ ବେଶ୍ ସକ୍ରିୟ ହୋଇପଡ଼ିଛନ୍ତି। ବିଭିନ୍ନ ସ୍ଥାନରେ ନକ୍ସଲମାନେ ହିଂସାକଣ୍ଡ କରି ହତ୍ୟା କରିବା , ଗୁଳି ଚଳାଇବା ଆଦି ଜାରି ରଖିଥିବା ବେଳେ ଗତକାଲି ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲରେ ଥିବା ବିଭିନ୍ନ ଗାଁ ମୁଣ୍ଡରେ ପୋଷ୍ଟର ଓ ବ୍ୟାନର ଆଦି ଲଗାଇଛନ୍ତି । ଏହି ପୋଷ୍ଟର ଓ ବ୍ୟାନରରେ ସରକାରୀ ବିରୋଧୀ ସ୍ଲୋଗାନ ସହ ନିର୍ଵାଚନକୁ ବର୍ଜନ କରିବାକୁ ଆହ୍ୱାନ ଦିଆଯାଇଛି।

ତେବେ ଝାଡ଼ଖଣ୍ଡ ବିଧାନସଭା ପରିପ୍ରେକ୍ଷୀରେ ଉଭୟ ଓଡ଼ିଶା ଏବଂ ଝାଡ଼ଖଣ୍ଡ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏଥିସହ ସିଆରପିଏଫ୍‌ ଓ ଡିଭିଏଫ୍‌ ଯବାନଙ୍କୁ ମୁତୟନ କରାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story