ନୟାଗଡ: ବକେୟା ପ୍ରାପ୍ୟ ଦାବିରେ ଆଖୁଚାଷୀ ଓ ଚିନିକଳ କର୍ମଚାରୀଙ୍କ ବିକ୍ଷୋଭ

ନୟାଗଡ: ଆଖୁଚାଷୀ ମହାସଙ୍ଘ ଓ ନୟାଗଡ଼ ଚିନିକଳ କର୍ମଚାରୀ ବିକ୍ଷୋଭ କରିଛନ୍ତି । ଚଳିତବର୍ଷ ନୟାଗଡ଼ ଚିନିକଳ କର୍ତ୍ତୃପକ୍ଷ ଲକ ଆଉଟ ଘୋଷଣା ପରେ ନୟାଗଡ଼ରେ ଏକାଠି ହୋଇଥିଲେ ଆଖୁଚାଷୀ ଓ କର୍ମଚାରୀ। ଦୀର୍ଘ ଦିନଧରି ଆଖୁ ଯୋଗାଇ ଥିଲେ ମଧ୍ୟ ଚାଷୀମାନେ ସେମାନଙ୍କର ବକେୟା ପ୍ରାପ୍ୟ ପାଇନଥିବା ଅଭିଯୋଗ ହୋଇଛି। ସେପରି ଚିନିକଳ କର୍ମଚାରୀମାନେ ଦରମା ପାଇ ନଥିବା ମଧ୍ୟ ଅଭିଯୋଗ ହେଉଆସୁଅଛି। କିନ୍ତୁ ଏ ସମ୍ପର୍କରେ ଚିନିକଳ କର୍ତ୍ତୃପକ୍ଷଙ୍କୁ ବାରମ୍ୱାର ଜଣାଇଥିଲେ ମଧ୍ୟ କୌଣସି […]

andolana

andolana

Rakesh Mallick
  • Published: Tuesday, 18 August 2015
  • Updated: 18 August 2015, 04:14 AM IST

Sports

Latest News

ନୟାଗଡ: ଆଖୁଚାଷୀ ମହାସଙ୍ଘ ଓ ନୟାଗଡ଼ ଚିନିକଳ କର୍ମଚାରୀ ବିକ୍ଷୋଭ କରିଛନ୍ତି । ଚଳିତବର୍ଷ ନୟାଗଡ଼ ଚିନିକଳ କର୍ତ୍ତୃପକ୍ଷ ଲକ ଆଉଟ ଘୋଷଣା ପରେ ନୟାଗଡ଼ରେ ଏକାଠି ହୋଇଥିଲେ ଆଖୁଚାଷୀ ଓ କର୍ମଚାରୀ। ଦୀର୍ଘ ଦିନଧରି ଆଖୁ ଯୋଗାଇ ଥିଲେ ମଧ୍ୟ ଚାଷୀମାନେ ସେମାନଙ୍କର ବକେୟା ପ୍ରାପ୍ୟ ପାଇନଥିବା ଅଭିଯୋଗ ହୋଇଛି। ସେପରି ଚିନିକଳ କର୍ମଚାରୀମାନେ ଦରମା ପାଇ ନଥିବା ମଧ୍ୟ ଅଭିଯୋଗ ହେଉଆସୁଅଛି। କିନ୍ତୁ ଏ ସମ୍ପର୍କରେ ଚିନିକଳ କର୍ତ୍ତୃପକ୍ଷଙ୍କୁ ବାରମ୍ୱାର ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହେଉଛି। ବକେୟା ପ୍ରାପ୍ୟ ନପାଇବା ପର୍ଯ୍ୟନ୍ତ ଆଖୁଚାଷୀ ଓ ଚିନିକଳ କର୍ମଚାରୀ ସେମାନଙ୍କ ଅନଶନ ଜାରି ରଖିବେ ବୋଲି କହିଛନ୍ତି। ଏ ନେଇ ଏକ ଦାବି ପତ୍ର ନୟାଗଡ଼ ଜିଲ୍ଲାପାଳଙ୍କୁ ଦିଆଯାଇଛି। ପ୍ରଶାସନ ଓ ଆନ୍ଦୋଳକାରୀଙ୍କ ମଧ୍ୟ ଏକ ଆଲୋଚନା ହୋଇଛି। ଜିଲ୍ଲାପାଳ କହିଛନ୍ତି ସମସ୍ୟା ସମ୍ପର୍କରେ ରାଜ୍ୟ ସରକାରଙ୍କ ସହ ଯୋଗଯାଗ ଜାରି ରହିଛି। ଏ ନେଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି  ଜିଲ୍ଲାପାଳ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story