ନୟାଗଡ ଜିଲ୍ଲାକୁ ମରୁଡ଼ି ଘୋଷଣା ଦାବିରେ ସିପିଏମ ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଧାରଣ

ନୟାଗଡ: ନୟାଗଡ଼ରେ ଜୁଲାଇ ମାସରେ ୪୫ ପ୍ରତିଶତ କମ ବର୍ଷା ଓ ଅଗଷ୍ଟରେ ମଧ୍ୟ ବର୍ଷା କମ ରହିବା ଫଳରେ ଧାନ ଚାଷ କ୍ଷତିଗ୍ରସ୍ତ ହୋଇଛି। ସ୍ୱଳ୍ପ ବୃଷ୍ଟି ଯୋଗୁ ଅଧିକାଂଶ ଜମିରେ ଚାଷ ହୋଇପାରୁନାହିଁ। ଆଉ ଏହାକୁ ନେଇ ସିପିଏମ ପକ୍ଷରୁ ନୟାଗଡ଼ ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଧାରଣ ଓ ପ୍ରତିବାଦ ସଭା କରାଯାଇଛି। ତୁରନ୍ତ ନୟାଗଡ଼ ଜିଲ୍ଲାକୁ ମରୁଡ଼ି ଘୋଷଣା କରାଯାଇ ଚାଷୀମାନଙ୍କୁ ସହାୟତା ରାଶି ଯୋଗାଇ ଦେବାକୁ ଦାବି କରାଯାଇଛି। ସେପଟେ ଜିଲ୍ଲାପାଳ […]

nayagada

nayagada

Rakesh Mallick
  • Published: Tuesday, 18 August 2015
  • Updated: 18 August 2015, 04:33 AM IST

Sports

Latest News

ନୟାଗଡ: ନୟାଗଡ଼ରେ ଜୁଲାଇ ମାସରେ ୪୫ ପ୍ରତିଶତ କମ ବର୍ଷା ଓ ଅଗଷ୍ଟରେ ମଧ୍ୟ ବର୍ଷା କମ ରହିବା ଫଳରେ ଧାନ ଚାଷ କ୍ଷତିଗ୍ରସ୍ତ ହୋଇଛି। ସ୍ୱଳ୍ପ ବୃଷ୍ଟି ଯୋଗୁ ଅଧିକାଂଶ ଜମିରେ ଚାଷ ହୋଇପାରୁନାହିଁ। ଆଉ ଏହାକୁ ନେଇ ସିପିଏମ ପକ୍ଷରୁ ନୟାଗଡ଼ ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଧାରଣ ଓ ପ୍ରତିବାଦ ସଭା କରାଯାଇଛି। ତୁରନ୍ତ ନୟାଗଡ଼ ଜିଲ୍ଲାକୁ ମରୁଡ଼ି ଘୋଷଣା କରାଯାଇ ଚାଷୀମାନଙ୍କୁ ସହାୟତା ରାଶି ଯୋଗାଇ ଦେବାକୁ ଦାବି କରାଯାଇଛି। ସେପଟେ ଜିଲ୍ଲାପାଳ କହିଛନ୍ତି ଉପଯୁକ୍ତ ସମୟରେ ପଦକ୍ଷେପ ନିଆଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story