ବିଦ୍ୟୁତ୍ ଖୁଣ୍ଟିରେ ପିଟିହେଲା ଟ୍ରକ୍, କଣ୍ଟେନରରେ ଥିବା ୫୦ରୁ ଅଧିକ ଗୋରୁ ମୃତ

ଜୟପୁର(ଟି. ଗୌରୀ ଶଙ୍କର): ଭାରସାମ୍ୟ ହରାଇ ବିଦ୍ୟୁତ୍‌ ଖୁଣ୍ଟିରେ ପିଟିହେଲା ଟ୍ରକ୍। ଦୁର୍ଘଟଣାରେ ଟ୍ରକ୍‌ କଣ୍ଟେନ୍‌ରରେ ଥିବା ୫୦ରୁ ଅଧିକ ଗୋରୁ ମୃତ। ଆଜି କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଥାନା ଅନ୍ତର୍ଗତ ଟାପାଯୋଡି ଠାରେ ଏପରି ଘଟଣା ଘଟିଛି। ସେପଟେ ଟ୍ରକ୍ ଦୁର୍ଘଟଣା ହେବା ପରେ ଘଟଣାସ୍ଥଳରୁ ଡ୍ରାଇଭର ଓ ହେଲ୍ପର ଫେରାର ହୋଇଯାଇଛନ୍ତି। ବୋଇପାରୀଗୁଡା ଥାନା ଅନ୍ତର୍ଗତ ରାଞ୍ଚି ବିଜୟୱାର୍ଡ ୩୨୬ ନମ୍ବର ଜାତୀୟ ରାଜପଥ ଦେଇ ଏହି ଟ୍ରକ୍ ମାଲକାନଗିରି ଅଭିମୁଖେ ଯାଉଥିଲା। ଦୁର୍ଘଟଣାଗ୍ରସ୍ତ […]

truck

truck

Niranjan Mishra
  • Published: Friday, 23 December 2022
  • Updated: 23 December 2022, 07:24 PM IST

Sports

Latest News

ଜୟପୁର(ଟି. ଗୌରୀ ଶଙ୍କର): ଭାରସାମ୍ୟ ହରାଇ ବିଦ୍ୟୁତ୍‌ ଖୁଣ୍ଟିରେ ପିଟିହେଲା ଟ୍ରକ୍। ଦୁର୍ଘଟଣାରେ ଟ୍ରକ୍‌ କଣ୍ଟେନ୍‌ରରେ ଥିବା ୫୦ରୁ ଅଧିକ ଗୋରୁ ମୃତ। ଆଜି କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଥାନା ଅନ୍ତର୍ଗତ ଟାପାଯୋଡି ଠାରେ ଏପରି ଘଟଣା ଘଟିଛି। ସେପଟେ ଟ୍ରକ୍ ଦୁର୍ଘଟଣା ହେବା ପରେ ଘଟଣାସ୍ଥଳରୁ ଡ୍ରାଇଭର ଓ ହେଲ୍ପର ଫେରାର ହୋଇଯାଇଛନ୍ତି।

ବୋଇପାରୀଗୁଡା ଥାନା ଅନ୍ତର୍ଗତ ରାଞ୍ଚି ବିଜୟୱାର୍ଡ ୩୨୬ ନମ୍ବର ଜାତୀୟ ରାଜପଥ ଦେଇ ଏହି ଟ୍ରକ୍ ମାଲକାନଗିରି ଅଭିମୁଖେ ଯାଉଥିଲା। ଦୁର୍ଘଟଣାଗ୍ରସ୍ତ ଏହି ଟ୍ରକ୍ କର୍ଣ୍ଣାଟକର ବୋଲି ନମ୍ୱର ପ୍ଲେଟ୍‌ରୁ ଜଣାପଡ଼ୁଛି। ଟ୍ରକ୍‌ରେ ଥିବା ଶହେରୁ ଅଧିକ ଗୋରୁ ମଧ୍ୟରୁ ଅଧିକାଂଶ ଗୋରୁଙ୍କ ମୃତ୍ୟୁ ଦେଖିବା ପରେ ସ୍ଥାନୀୟ ଅଞ୍ଚଳରେ ଉଦ୍‌ବେଗ ପ୍ରକାଶ ପାଇଛି। ବେଆଇନ ଭାବେ ଗୋରୁ ଚାଲାଣ ହେଉଥିବା ନେଇ ସନ୍ଦେହ ପ୍ରକାଶ ପାଇଛି।

ଘଟଣାସ୍ଥଳରେ ବୋଇପାଇଗୁଡ଼ା ପୁଲିସ ଓ ଜଙ୍ଗଲ ବିଭାଗ କର୍ମଚାରୀ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ କଣ୍ଟେନର ଭିତରୁ ଜୀବିତ ଗୋରୁମାନଙ୍କୁ ଉଦ୍ଧାର କରୁଛନ୍ତି। ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ ଡ୍ରାଇଭର ଓ ମାଲିକକୁ ଖୋଜା ଚାଲିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story