ଚାଷୀଙ୍କ ଗାଁ ଖଟଖୁରା; ୯୦ ପ୍ରତିଶତ ଲୋକ କରୁଛନ୍ତି ଚାଷ

କାମାକ୍ଷାନଗର(ବିଦ୍ୟାଧର ବରାଳ): ଚାଷୀଙ୍କ ଗାଁ ଖଟଖୁରା! ଗାଁର ପ୍ରାୟ ୯୦% ଲୋକ ଚାଷ କରି ପରିବାର ଭରଷ ପୋଷଣ କରୁଛନ୍ତି। ସରକାରଙ୍କ ବନା ସହାୟତାରେ ଚାଷୀମାନେ ସ୍ୱାବଲମ୍ୱି ହୋଇଛନ୍ତି। କେବଳ ସ୍ୱବଲମ୍ୱି ହୋଇନାହାନ୍ତି, ପୂରା ଢେଙ୍କାନାଳ ଜିଲ୍ଲାକୁ ପନିପରିବା ଯୋଗାଉଛନ୍ତି। କାମାକ୍ଷାନଗର ବ୍ଲକ୍‌ର ଖଟଖୁରା ଗାଁ। ଏହି ଗାଁର ଗୋଟିଏ ପାର୍ଶ୍ୱରେ ଛିଡ଼ା ହୋଇଛି ଘଞ୍ଚ ଗ୍ରାମ୍ୟ ଜଙ୍ଗଲ। ଅନ୍ୟ ପାର୍ଶ୍ୱରେ ବୋହି ଯାଇଛି ରେଙ୍ଗାଳି ବାମ ପାର୍ଶ୍ୱ କେନାଲ୍‌। ବଣ ପାହାଡ଼ ଘେରା ଏହି ଗାଁର […]

Kamakhayanager

Kamakhayanager

Manoranjan Sial
  • Published: Thursday, 21 July 2022
  • Updated: 21 July 2022, 07:20 PM IST

Sports

Latest News

କାମାକ୍ଷାନଗର(ବିଦ୍ୟାଧର ବରାଳ): ଚାଷୀଙ୍କ ଗାଁ ଖଟଖୁରା! ଗାଁର ପ୍ରାୟ ୯୦% ଲୋକ ଚାଷ କରି ପରିବାର ଭରଷ ପୋଷଣ କରୁଛନ୍ତି। ସରକାରଙ୍କ ବନା ସହାୟତାରେ ଚାଷୀମାନେ ସ୍ୱାବଲମ୍ୱି ହୋଇଛନ୍ତି। କେବଳ ସ୍ୱବଲମ୍ୱି ହୋଇନାହାନ୍ତି, ପୂରା ଢେଙ୍କାନାଳ ଜିଲ୍ଲାକୁ ପନିପରିବା ଯୋଗାଉଛନ୍ତି।

କାମାକ୍ଷାନଗର ବ୍ଲକ୍‌ର ଖଟଖୁରା ଗାଁ। ଏହି ଗାଁର ଗୋଟିଏ ପାର୍ଶ୍ୱରେ ଛିଡ଼ା ହୋଇଛି ଘଞ୍ଚ ଗ୍ରାମ୍ୟ ଜଙ୍ଗଲ। ଅନ୍ୟ ପାର୍ଶ୍ୱରେ ବୋହି ଯାଇଛି ରେଙ୍ଗାଳି ବାମ ପାର୍ଶ୍ୱ କେନାଲ୍‌। ବଣ ପାହାଡ଼ ଘେରା ଏହି ଗାଁର ଲୋକ ସଂଖ୍ୟା ୫୦୦୦ ହଜାରରୁ ଅଧିକ ହେବ। ସମସ୍ତେ ପ୍ରାୟତଃ ଶିକ୍ଷିତ। ଚାକିରି ପଛରେ ନଗୋଡ଼ାଇ ଗାଁର ୯୦ ପ୍ରତିଶତ ଲୋକ ଚାଷ କରି ସ୍ୱାବଲମ୍ୱି ହୋଇଛନ୍ତି। ସେମାନେ ଉନ୍ନତ ମାନର ଚାଷ କରି ପରିବାର ଭରଣ ପୋଷଣ କରୁଛନ୍ତି। ରବି ଋତୁରେ ରବି ଫସଲ ଓ ଖରିଫ୍‌ ଋତୁରେ ଖରିଫ୍‌ ଫସଲ ଚାଷ କରୁଛନ୍ତି। ସରକାରଙ୍କ ବିନା ସହଯୋଗରେ ଚାଷୀମାନେ ବେଶ୍‌ ସ୍ୱାବଲମ୍ୱି ହୋଇପାରିଛନ୍ତି।

ଖଟଖୁରା ଗାଁର ଚାଷୀମାନେ କେବଳ ଧାନ ଚାଷ କରୁନାହାନ୍ତି। ସେମାନେ ଝୁଡଙ୍ଗ, ଭେଣ୍ଡି, ବାଇଗଣ,ଜହ୍ନି, କଖାରୁ, ପୋଟଳ, କଲରା, ସଜନା, ଅମୃତଭଣ୍ଡା, କାଙ୍କଡ଼ ଆଦି ପନିପରିବା ଚାଷ କରୁଛନ୍ତି। ଏହି ଗାଁରୁ ଉତ୍ପାଦିତ ହେଉଥିବା ପନିପରିବା ଢେଙ୍କାନାଳ ଜିଲ୍ଲାର କୋଣ ଅନୁକୋଣକୁ ଯାଉଛି। ଏପରିକି ଜିଲ୍ଲା ବାହାରକୁ ମଧ୍ୟ ଯାଉଛି। ଚାଷୀମାନେ ବେଶ୍‌ ଲାଭବାନ ହେଉଛନ୍ତି। ତଥାପି ପ୍ରକୃତି ବେଳେ ବେଳେ ଚାଷୀଙ୍କ ଭାଗ୍ୟ ସହିତ ଖେଳୁଛି ଖେଳ। ଅଦିନିଆ ବର୍ଷା ଓ ବାତ୍ୟାରେ ହେଉଥିବା କ୍ଷତି ଭରଣା ହେଉନି। ସରକାରଙ୍କ ତରଫରୁ କ୍ଷତିପୂରଣ ମିଳୁନଥିବା ଚାଷୀମାନେ କ୍ଷୋଭର ସହ କହିଛନ୍ତି।

ଖଟଖୁରା ଗାଁ ପାଖରେ ରହିଛି ଗ୍ରାମ୍ୟ ଜଙ୍ଗଲ। ଏହି ଜଲଙ୍ଗରେ ବାର୍‌ହା ଓ ଅନ୍ୟାନ୍ୟ ବଣ୍ୟଯନ୍ତୁ ବସବାସ କରୁଛନ୍ତି। ସେମାନେ ଅନେକ ସମୟରେ ଖାଦ୍ୟ ଅନ୍ୟୋଷଣରେ ଚାଷ ଜମିକୁ ପଳାଇ ଆସୁଛନ୍ତି। ପନିପରିବା ଖାଇବା ସହିତ ନଷ୍ଟ କରୁଛନ୍ତି। ଯାହାକୁ ନେଇ ଚାଷୀମାନେ ଚିନ୍ତା ପ୍ରକଟ କରିଛନ୍ତି। ଏଥିରୁ ବର୍ତ୍ତିବା ପାଇଁ ଚାଷୀମାନେ ଅନେକ ସମୟରେ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ହେଲେ ଗାଁ ଲୋକଙ୍କ ଗୁହାରୀ ଅଧିକାରୀମାନେ ଶୁଣୁନଥିବା ଅଭିଯୋଗ ହୋଇଛି।

ଗାଁର ଚାଷୀ ପ୍ରତାପ କୁମାର ସାହୁ କହିଛନ୍ତି, “ଗାଁର ପ୍ରାୟତଃ ସମସ୍ତେ ଚାଷ ଉପରେ ନିର୍ଭର କରିଥାଆନ୍ତି। ଏଠି କେହି ଚାକିରିଆ ନାହାନ୍ତି। ଆମକୁ ସରକାରୀ ସହାୟତା ମିଳୁନାହିଁ। ଚାଷ ପାଇଁ ଆମକୁ ସବ୍‌ସିଡି ମିଳୁନାହିଁ।”

ବାଲିଗୋରଡ଼ ପଞ୍ଚାୟତର ସରପଞ୍ଚ ପ୍ରତିନିଧି ନରେଶ ସାହୁ କହିଛନ୍ତି, “ଆମ ଗାଁର ୯୦ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରି ପରିବାର ଭରଣ ପୋଷଣ କରୁଛନ୍ତି। ଯଦି ସରକାରୀ କୃଷି ଅଧିକାରୀମାନେ ଗାଁକୁ ଆସି ଲୋକଙ୍କୁ ଉନ୍ନତ ମାନର ଚାଷ କରିବା ପାଇଁ ପରାମର୍ଶ ଦିଅନ୍ତେ, ତାହାହେଲେ ସେମାନଙ୍କ ଆର୍ଥିକ ମେରୁଦଣ୍ଡ ସୁଦୃଢ଼ ହୁଅନ୍ତା।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story