ଡ୍ରେନ୍‌ରୁ ନବଜାତ ଶିଶୁକନ୍ୟା ଉଦ୍ଧାର

ପଦ୍ମପୁର(ସୋମେଶ ଚନ୍ଦ୍ର ମହାନ୍ତି): ବରଗଡ଼ ଜିଲ୍ଲା ପଦ୍ମପୁର ସହରର ଶାସ୍ତ୍ରୀ ଛକ ପାଖରେ ଥିବା ଡ୍ରେନ୍‌ରୁ ଏକ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି। ଆଜି ଭୋର ୫ଟା ବେଳେ ଶମ୍ଭୁ ନାମକ ଜଣେ ବ୍ୟକ୍ତି ସେହି ରାସ୍ତା ଦେଇ ଶୌଚ ପାଇଁ ଯାଉଥିଲେ। ଏହି ସମୟରେ ଶିଶୁର କାନ୍ଦ ଶୁଣି ଚାରିଆଡ଼େ ଖୋଜାଖୋଜି କରିଥିଲେ। ଆଉ ଏକ ପ୍ଲାଷ୍ଟିକ୍‌ ବସ୍ତାରେ ଶିଶୁକୁ କାଦୁଅରେ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରିଥିଲେ। ଏହାପରେ ସେ ନିକଟସ୍ଥ ସାହି ବାସିନ୍ଦାଙ୍କୁ ଖବର […]

child

child

Jyoshna Pradhan
  • Published: Saturday, 14 December 2019
  • Updated: 14 December 2019, 02:44 PM IST

Sports

Latest News

ପଦ୍ମପୁର(ସୋମେଶ ଚନ୍ଦ୍ର ମହାନ୍ତି): ବରଗଡ଼ ଜିଲ୍ଲା ପଦ୍ମପୁର ସହରର ଶାସ୍ତ୍ରୀ ଛକ ପାଖରେ ଥିବା ଡ୍ରେନ୍‌ରୁ ଏକ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି। ଆଜି ଭୋର ୫ଟା ବେଳେ ଶମ୍ଭୁ ନାମକ ଜଣେ ବ୍ୟକ୍ତି ସେହି ରାସ୍ତା ଦେଇ ଶୌଚ ପାଇଁ ଯାଉଥିଲେ।

ଏହି ସମୟରେ ଶିଶୁର କାନ୍ଦ ଶୁଣି ଚାରିଆଡ଼େ ଖୋଜାଖୋଜି କରିଥିଲେ। ଆଉ ଏକ ପ୍ଲାଷ୍ଟିକ୍‌ ବସ୍ତାରେ ଶିଶୁକୁ କାଦୁଅରେ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରିଥିଲେ। ଏହାପରେ ସେ ନିକଟସ୍ଥ ସାହି ବାସିନ୍ଦାଙ୍କୁ ଖବର ଦେଇଥିଲେ। ଶିଶୁଟିକୁ ପଦ୍ମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଶିଶୁଟି ସୁସ୍ଥ ଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story