ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୯ ମୁଣ୍ଡ ନେଲା କରୋନା। ଫଳରେ ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୦୫ରେ ପହଞ୍ଚି ଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ରାଜ୍ୟରେ କରୋନା ଯୋଗୁ ଆଖି ବୁଜିଥିବା ୯ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୪, ରାୟଗଡ଼ାରୁ ୨, ଖୋର୍ଦ୍ଧା, ଅନୁଗୋଳ ଓ ବାଲେଶ୍ୱର ଜିଲ୍ଲାରୁ ଜଣେ ଲେଖା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।
Regret to inform the demise of Nine #COVID19 positive patients while under treatment in hospitals.
1. A 44-year old female of Angul district who was also suffering from diabetes .
2. A 38-year old male of Balasore district.
— H & FW Dept Odisha (@HFWOdisha) August 12, 2020
3. A 48-year old female of Ganjam district who was also suffering from Diabetes & Obesity.
4. A 57-year old male of Ganjam.
5. A 57-year old male of Ganjam district who was also suffering from Diabetes, Hypertension & Chronic Kidney Disease.
— H & FW Dept Odisha (@HFWOdisha) August 12, 2020
6. A 74-year old female of Ganjam district.
7. A 58-year old male of Khordha district who was also suffering from Diabetes.
8. A 65-year old male of Rayagada district.
9. A 65-year old male of Rayagada district who was also suffering from Diabetes, Hypertension.
— H & FW Dept Odisha (@HFWOdisha) August 12, 2020
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।