ସ୍ୱଚ୍ଛତା ଦିଗରେ ଆଉ ପାଦେ, ସ୍ୱଚ୍ଛ ସର୍ବେକ୍ଷଣ ମିଶନରେ ଭାଗନେବ ବିଏମ୍‌ସି

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍ୱଚ୍ଛତା କ୍ଷେତ୍ରରେ ଆଉ ପାଦେ ଆଗକୁ ଯିବା ପାଇଁ ଅଣ୍ଟା ଭିଡ଼ିଛି ଭୁବନେଶ୍ୱରର ମହାନଗର ନିଗମ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ସ୍ୱଚ୍ଛ ସର୍ବେକ୍ଷଣ ମିଶନରେ ଭାଗ ନେବା ପାଇଁ ରାଜଧାନୀବାସୀଙ୍କୁ ସଚେତନ କରିବ ବିଏମସି। ଟିଭି, ଖବର କାଗଜ ଓ ରେଡିଓ ସହ ଫେସବୁକ୍, ହ୍ୱାଟ୍ସଅପ୍ ଭଳି ସୋସିଆଲ ମିଡିଆରେ ଲୋକଙ୍କୁ ଅନୁରୋଧ କରାଯିବ। ଏନେଇ ଅଭିଯାନ ଆରମ୍ଭ ହେବାକୁ ଯାଉଛି। ବିଏମସି ପକ୍ଷରୁ ସ୍ୱତନ୍ତ୍ର କାମ୍ପେନ ହେବ। &nbsp;କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ସ୍ୱଚ୍ଛ ସର୍ବେକ୍ଷଣ ମିଶନରେ ଭୁବନେଶ୍ୱର ସମେତ ୪ ହଜାରରୁ ଅଧିକ ସହର ପ୍ରତିଯୋଗିତା କରିବ। ପ୍ରତିଯୋଗିତା ପାଇଁ ଥିବା ୪ ହଜାର ନମ୍ବରରୁ ୧ ହଜାର ନମ୍ବର&nbsp; କେବଳ&nbsp; ଭୋଟିଂ ଜରିଆରେ ଦେଇପାରିବେ ରାଜଧାନୀ ବାସିନ୍ଦା। ଗତ ବର୍ଷ ସର୍ବେକ୍ଷଣରେ ଭୁବନେଶ୍ୱର ୯୪ତମ ରାଙ୍କରେ ଥିଲା।</p>

Ordigital Desk
  • Published: Wednesday, 10 January 2018
  • Updated: 10 January 2018, 10:02 AM IST

Sports

Latest News

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍ୱଚ୍ଛତା କ୍ଷେତ୍ରରେ ଆଉ ପାଦେ ଆଗକୁ ଯିବା ପାଇଁ ଅଣ୍ଟା ଭିଡ଼ିଛି ଭୁବନେଶ୍ୱରର ମହାନଗର ନିଗମ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ସ୍ୱଚ୍ଛ ସର୍ବେକ୍ଷଣ ମିଶନରେ ଭାଗ ନେବା ପାଇଁ ରାଜଧାନୀବାସୀଙ୍କୁ ସଚେତନ କରିବ ବିଏମସି। ଟିଭି, ଖବର କାଗଜ ଓ ରେଡିଓ ସହ ଫେସବୁକ୍, ହ୍ୱାଟ୍ସଅପ୍ ଭଳି ସୋସିଆଲ ମିଡିଆରେ ଲୋକଙ୍କୁ ଅନୁରୋଧ କରାଯିବ। ଏନେଇ ଅଭିଯାନ ଆରମ୍ଭ ହେବାକୁ ଯାଉଛି। ବିଏମସି ପକ୍ଷରୁ ସ୍ୱତନ୍ତ୍ର କାମ୍ପେନ ହେବ। &nbsp;କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ସ୍ୱଚ୍ଛ ସର୍ବେକ୍ଷଣ ମିଶନରେ ଭୁବନେଶ୍ୱର ସମେତ ୪ ହଜାରରୁ ଅଧିକ ସହର ପ୍ରତିଯୋଗିତା କରିବ। ପ୍ରତିଯୋଗିତା ପାଇଁ ଥିବା ୪ ହଜାର ନମ୍ବରରୁ ୧ ହଜାର ନମ୍ବର&nbsp; କେବଳ&nbsp; ଭୋଟିଂ ଜରିଆରେ ଦେଇପାରିବେ ରାଜଧାନୀ ବାସିନ୍ଦା। ଗତ ବର୍ଷ ସର୍ବେକ୍ଷଣରେ ଭୁବନେଶ୍ୱର ୯୪ତମ ରାଙ୍କରେ ଥିଲା।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos