ନୂଆ ଲୁକ୍‌ରେ ଅର୍ଚ୍ଚିତା: ଦେଖନ୍ତୁ ଆଉ କିଛି ଦୃଶ୍ୟ, ଜାଣନ୍ତୁ କେଉଁଠି ଉଠିଛି ଫଟୋ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଲିଉଡ ଜଗତର ଜଣେ ଚର୍ଚ୍ଚିତ ନାୟିକା ହେଉଛନ୍ତି ଅର୍ଚ୍ଚିତା ସାହୁ। ଅଭିନୟ ସାଙ୍ଗକୁ ମଡେଲିଂରେ ରୁଚି ରଖୁଥିବା ଅର୍ଚ୍ଚିତା ହେଉଛନ୍ତି ଏକାଧିକ ପ୍ରତିଭାର ଅଧିକାରୀ। ୨୦୧୩ ପଣ୍ଡସ୍ ଫେମିନା ମିସ୍ ଇଣ୍ଡିଆ ପ୍ରଥମ ରନର୍ସ ଅପ୍ ହେବା ସହ ଫାଇନାଲ ପର୍ଯ୍ୟାୟରେ ମିସ୍ ଟ୍ୟାଲେଣ୍ଡେଡ୍ ଓ ମିସ୍ ଷ୍ଟାଇଲିସ୍ ହେୟାର ଟାଇଟଲ୍ ଜିତିଥିଲେ ସେ। ଅନେକ ଓଡ଼ିଆ ଚଳଚ୍ଚିତ୍ରରେ ତାଙ୍କର ସୁନ୍ଦର ଅଭିନୟ ଦର୍ଶକଙ୍କୁ ବେଶ ଛୁଇଁପାରିଛି। ତାଙ୍କ ଅଭିନୀତ ଚଳଚ୍ଚିତ୍ର ମଧ୍ୟରେ […]

archita-2

archita-2

Rakesh Mallick
  • Published: Sunday, 25 February 2018
  • Updated: 25 February 2018, 07:38 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଲିଉଡ ଜଗତର ଜଣେ ଚର୍ଚ୍ଚିତ ନାୟିକା ହେଉଛନ୍ତି ଅର୍ଚ୍ଚିତା ସାହୁ। ଅଭିନୟ ସାଙ୍ଗକୁ ମଡେଲିଂରେ ରୁଚି ରଖୁଥିବା ଅର୍ଚ୍ଚିତା ହେଉଛନ୍ତି ଏକାଧିକ ପ୍ରତିଭାର ଅଧିକାରୀ। ୨୦୧୩ ପଣ୍ଡସ୍ ଫେମିନା ମିସ୍ ଇଣ୍ଡିଆ ପ୍ରଥମ ରନର୍ସ ଅପ୍ ହେବା ସହ ଫାଇନାଲ ପର୍ଯ୍ୟାୟରେ ମିସ୍ ଟ୍ୟାଲେଣ୍ଡେଡ୍ ଓ ମିସ୍ ଷ୍ଟାଇଲିସ୍ ହେୟାର ଟାଇଟଲ୍ ଜିତିଥିଲେ ସେ।

ଅନେକ ଓଡ଼ିଆ ଚଳଚ୍ଚିତ୍ରରେ ତାଙ୍କର ସୁନ୍ଦର ଅଭିନୟ ଦର୍ଶକଙ୍କୁ ବେଶ ଛୁଇଁପାରିଛି। ତାଙ୍କ ଅଭିନୀତ ଚଳଚ୍ଚିତ୍ର ମଧ୍ୟରେ ବାବୁ ଆଇ ଲଭୁ ୟୁ, ମୁଁ ଏକା ତୁମର, ଚକୋଲେଟ୍, ଆକାଶେ କି ରଙ୍ଗ ଲାଗିଲା, ବାୟ ବାୟ ଦୁବାଇ, ଓ ମାଇଁ ଲଭ୍‌, ମୁଁ ସ୍ୱପ୍ନର ସୌଦାଗର, ଶପଥ, ରାଜା ଝିଅ ସଙ୍ଗେ ହୋଇଗଲା ଭାବ ଆଦି ସୁପରହିଟ୍‌ ଚଳଚ୍ଚିତ୍ର ରହିଛି।

ଅଭିନୟ ବାଦେ ଅର୍ଚ୍ଚିତା ନୂଆ ନୂଆ ଜାଗାକୁ ବୁଲିବାକୁ ବେଶ ପସନ୍ଦ କରନ୍ତି। ଆଉ ଫଟୋଗ୍ରାଫିକୁ ମଧ୍ୟ ସେ ଖୁବ୍‌ ଭଲ ପାଆନ୍ତି। ତାଙ୍କ ଫେସ୍‌ବୁକ୍‌ ପେଜ୍‌କୁ ଦେଖିଲେ ତାଙ୍କର ଏହି ରୁଚି ବିଷୟରେ ବେଶ ବାରି ହୁଏ। ସବୁବେଳେ ଭିନ୍ନ ଭିନ୍ନ ଷ୍ଟାଇଲ ଏବଂ ନୂଆ ଲୁକ୍‌ରେ ଫଟୋ ଉଠାଇ ସୋସିଆଲ ମିଡିଆରେ ସେୟାର କରିନ୍ତି ସେ। ଆଉ ତାଙ୍କ ଫଟୋ ଉପରେ ଲକ୍ଷ ଲକ୍ଷ ଲାଇକ୍ ସାଙ୍ଗକୁ ବେଷ୍ଟ କମେଣ୍ଟ ମଧ୍ୟ ଆସେ।

ଏଥିରୁ ସେ ଅନେକ ପ୍ରଶଂସା ସାଉଣ୍ଟନ୍ତି। ନିକଟରେ ସେ ପୁରୀ ବିଚ୍‌ କାର୍ନିଭାଲ ଉତ୍ସବରେ ସାମିଲ ହୋଇ ସେଠାରେ ଉଠାଇଥିବା କିଛି ଆକର୍ଷଣୀୟ ଫଟୋ ତାଙ୍କ ଫେସ୍‌ବୁକ୍‌ରେ ସେୟାର କରିଛନ୍ତି। ଦେଖନ୍ତୁ କିଛି ଝଲକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story