ଆଉ ଲାଗିବନି ଟ୍ରାଫିକ୍ ଜାମ, ଜାଭିୟରରୁ ପଟିଆ ଯାଏ ନୂଆ ରାସ୍ତା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ଟ୍ରାଫିକ୍ ଜାମ୍ ଯୋଗୁ ଜଣେ ଶିଶୁର ଜୀବନ ଯାଇଥିବା ଅଭିଯୋଗ ହୋଇଥିଲା। ଯାହାକୁ ନେଇ ଆରମ୍ଭ ହୋଇଥିଲା ବାକ୍ ଯୁଦ୍ଧ। ଟ୍ରାଫିକ୍ ସମସ୍ୟାକୁ ନେଇ ଲୋକେ କମିଶନରେଟ୍ ପୁଲିସର ଦାୟୀତ୍ୱହୀନତାକୁ ଦାୟୀ କରିଥିଲେ। ହେଲେ କମିଶନର ଟ୍ରାଫିକ୍ ବ୍ୟବସ୍ଥା ସୁଧାରିବା ପରିବର୍ତ୍ତେ ସମୟକୁ ନେଇ ଗଣମାଧ୍ୟମକୁ ‘ଜ୍ଞାନୀ’ ଓ ‘ଦାୟିତ୍ୱବାନ’ ହେବାକୁ ପରାମର୍ଶ ଦେଇଥିଲେ। ମାତ୍ର ଏପରି ଘଟଣା ଭବିଷ୍ୟତରେ ଯେମିତି ନଘଟିବା, ସେଥିପାଇଁ ପୁଲିସ ସତର୍କ ହେଲା ପରି ଲାଗୁନଥିଲା। […]

sudhansu-1..

sudhansu-1..

Manoranjan Sial
  • Published: Saturday, 15 February 2020
  • Updated: 15 February 2020, 09:32 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ଟ୍ରାଫିକ୍ ଜାମ୍ ଯୋଗୁ ଜଣେ ଶିଶୁର ଜୀବନ ଯାଇଥିବା ଅଭିଯୋଗ ହୋଇଥିଲା। ଯାହାକୁ ନେଇ ଆରମ୍ଭ ହୋଇଥିଲା ବାକ୍ ଯୁଦ୍ଧ। ଟ୍ରାଫିକ୍ ସମସ୍ୟାକୁ ନେଇ ଲୋକେ କମିଶନରେଟ୍ ପୁଲିସର ଦାୟୀତ୍ୱହୀନତାକୁ ଦାୟୀ କରିଥିଲେ। ହେଲେ କମିଶନର ଟ୍ରାଫିକ୍ ବ୍ୟବସ୍ଥା ସୁଧାରିବା ପରିବର୍ତ୍ତେ ସମୟକୁ ନେଇ ଗଣମାଧ୍ୟମକୁ ‘ଜ୍ଞାନୀ’ ଓ ‘ଦାୟିତ୍ୱବାନ’ ହେବାକୁ ପରାମର୍ଶ ଦେଇଥିଲେ। ମାତ୍ର ଏପରି ଘଟଣା ଭବିଷ୍ୟତରେ ଯେମିତି ନଘଟିବା, ସେଥିପାଇଁ ପୁଲିସ ସତର୍କ ହେଲା ପରି ଲାଗୁନଥିଲା। କିନ୍ତୁ ଆଜି ଏହାର ସମାଧାନର ରାସ୍ତା ବାହାର କରିଛି କମିଶନରେଟ୍ ପୁଲିସ।

ଟ୍ରାଫିକ ଜାମ୍‌ରୁ ଆମ୍ବୁଲାନ୍ସ ଫସିବା ନେଇ ପୁଲିସ କମିଶନର ଡକ୍ଟର ସୁଧାଂଶୁ ଷଡଙ୍ଗୀ କହିଛନ୍ତି-“ଭୁବନେଶ୍ୱର ଜାଭିୟରଠାରୁ ପଟିଆ ଯାଏ ନୂଆ ରାସ୍ତା ହୋଇଛି। ଆସନ୍ତା ୧୭ ବା ୧୮ ତାରିଖ ସୁଦ୍ଧା ଲୋକଙ୍କ ପାଇଁ ଏହି ନୂଆ ରାସ୍ତା ଖୋଲିବ। ନୂଆ ରାସ୍ତା ଖୋଲିଲେ ଅନେକ ମାତ୍ରାରେ ଟ୍ରାଫିକ ସମସ୍ୟା କମିବ। ଆମ୍ବୁଲାନ୍ସ ବାହାରିଲେ ଆଗ ପୋଷ୍ଟର ଟ୍ରାଫିକ ପୁଲିସକୁ ସୂଚନା ଦିଆଯିବ। ଆମ୍ବୁଲାନ୍ସ ପାଇଁ ଟ୍ରାଫିକ କ୍ଲିଅର କରିବାକୁ ଟ୍ରାଫିକ ପୁଲିସ ବ୍ୟବସ୍ଥା କରିବେ।”

ସେ କହିଛନ୍ତି-“ଲୋକେ ସଚେତନ ହେବା ସବୁଠୁ ବଡ଼ କଥା। ଆମ୍ୱୁଲାନ୍ସ ଦେଖିବା ମାତ୍ରେ ନିଜେ ସାଇଡ୍‌ ହୋଇ ବାଟ ଛାଡ଼ିଦେବା ଉଚିତ୍। ଗତକାଲିଠୁ ଟ୍ରାଫିକ ଡିସିପି ଲୋକଙ୍କ ପାଇଁ ସଚେତନତା ଆରମ୍ଭ କରିଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story