ଚିଟ୍‌ଫଣ୍ଡ ଠକେଇର ନୂଆ ତରିକା: ଗ୍ରୁପ୍‌ ଲୋନ୍ କରାଇଦେବାକୁ କହି ଲକ୍ଷାଧିକ ଟଙ୍କା ଠକେଇ

ନୀଳଗିରି ( ବିଶ୍ୱମ୍ବର ଦାସ) :ଚିଟ୍‌ଫଣ୍ଡ ଠକେଇର ନୂଆ ତରିକା। ଗ୍ରୁପ୍‌ ଲୋନ୍ କରାଇଦେବାକୁ କହି ଲକ୍ଷାଧିକ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି।ବାଲେଶ୍ୱର ନୀଳଗିରି ଥାନା ଅନ୍ତର୍ଗତ ସଜନାଗଡ଼ ଅଂଚଳରେ ଏହି ଠକେଇ ହୋଇଛି। ଋଣ କରାଇ ଦେବାକୁ କହି କିଛି ବ୍ୟକ୍ତି ଜଣକ ପିଛା ୫ ହଜାର ଟଙ୍କା ଲେଖାଏଁ ନେଇଥିଲେ। ଋଣ ପ୍ରଦାନର ପ୍ରତିଶ୍ରୁତି ଦେଇ କାର୍ଯ୍ୟାଳୟ ଖୋଲି ଲୋକଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲେ। ତେବେ ଋଣ ଟଙ୍କା ନମିଳିବାରୁ ଲୋକମାନେ […]

tyoo

tyoo

Jyoshna Pradhan
  • Published: Sunday, 02 June 2019
  • Updated: 02 June 2019, 05:40 PM IST

Sports

Latest News

ନୀଳଗିରି ( ବିଶ୍ୱମ୍ବର ଦାସ) :ଚିଟ୍‌ଫଣ୍ଡ ଠକେଇର ନୂଆ ତରିକା। ଗ୍ରୁପ୍‌ ଲୋନ୍ କରାଇଦେବାକୁ କହି ଲକ୍ଷାଧିକ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି।ବାଲେଶ୍ୱର ନୀଳଗିରି ଥାନା ଅନ୍ତର୍ଗତ ସଜନାଗଡ଼ ଅଂଚଳରେ ଏହି ଠକେଇ ହୋଇଛି। ଋଣ କରାଇ ଦେବାକୁ କହି କିଛି ବ୍ୟକ୍ତି ଜଣକ ପିଛା ୫ ହଜାର ଟଙ୍କା ଲେଖାଏଁ ନେଇଥିଲେ।

ଋଣ ପ୍ରଦାନର ପ୍ରତିଶ୍ରୁତି ଦେଇ କାର୍ଯ୍ୟାଳୟ ଖୋଲି ଲୋକଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲେ। ତେବେ ଋଣ ଟଙ୍କା ନମିଳିବାରୁ ଲୋକମାନେ କାର୍ଯ୍ୟାଳୟକୁ ଆସି ଦେଖିବା ବେଳକୁ ସମସ୍ତେ ପୂର୍ବରୁ ଫେରାର ହୋଇଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos