ଭୁବନେଶ୍ୱରରେ ୪୯ ‘କରୋନା’ ଆକ୍ରାନ୍ତ, ୧୫ ଲୋକାଲ୍‌ କେସ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ମହାନଗର ଅଞ୍ଚଳରୁ ୪୯ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୩୪ ଓ ଲୋକାଲ୍‌ କେସ୍‌ ୧୫ ରହିଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଟ୍ୱିଟ୍‌ କରିଛି। ଏହାଛଡ଼ା ୫୦ ଜଣ ଆଜି ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ୫୮ ‘କରୋନା’ ଆକ୍ରାନ୍ତଙ୍କ ଭିତରୁ ୪୯ ଜଣ ବିଏମ୍‌ସି ଅଞ୍ଚଳର। ସେମାନଙ୍କ ଭିତରୁ ବରମୁଣ୍ଡା, ଗଙ୍ଗନଗର, ୟୁନିଟ୍-୩ରୁ ଜଣେ ଲେଖାଏଁ ଲୋକାଲ୍‌ […]

corona-3-1

corona-3-1

Manoranjan Sial
  • Published: Monday, 20 July 2020
  • Updated: 20 July 2020, 04:36 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ମହାନଗର ଅଞ୍ଚଳରୁ ୪୯ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୩୪ ଓ ଲୋକାଲ୍‌ କେସ୍‌ ୧୫ ରହିଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଟ୍ୱିଟ୍‌ କରିଛି। ଏହାଛଡ଼ା ୫୦ ଜଣ ଆଜି ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ୫୮ ‘କରୋନା’ ଆକ୍ରାନ୍ତଙ୍କ ଭିତରୁ ୪୯ ଜଣ ବିଏମ୍‌ସି ଅଞ୍ଚଳର। ସେମାନଙ୍କ ଭିତରୁ ବରମୁଣ୍ଡା, ଗଙ୍ଗନଗର, ୟୁନିଟ୍-୩ରୁ ଜଣେ ଲେଖାଏଁ ଲୋକାଲ୍‌ କେସ୍‌ ଭାବେ ଚିହ୍ନଟ ହୋଇଛନ୍ତି। ସେହିପରି ଏଜି ଛକ ନିକଟ ସରକାରୀ ଅଫିସ୍‌ର ଜଣେ କର୍ମଚାରୀ ‘କରୋନା’ରେ ଆକ୍ରାନ୍ତ ହୋଇଛନ୍ତି। ବିଜେବି ନଗର, କାର୍ଗିଲ୍‌ ବସ୍ତି, ଲକ୍ଷ୍ମୀସାଗର, ଖଣ୍ଡଗିରି, ନୟାପଲ୍ଲୀ, ଭରତପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆନ୍ଧ୍ର ଫେରନ୍ତା ଏକ ଘରୋଇ ମେଡିକାଲ କଲେଜର ୩ କର୍ମଚାରୀ, ନୟାପଲ୍ଲୀରେ ଗୋଟିଏ ପରିବାରର ୩ ମହିଳା ଓ ଜଣେ ପୁରୁଷ, ମଞ୍ଚେଶ୍ୱରରେ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ୫ ଜଣ ‘କରୋନା’ରେ ଆକ୍ରାନ୍ତ ହୋଇଛନ୍ତି।

https://twitter.com/bmcbbsr/status/1285160700529143812?s=20

ଆଜି ସୁଦ୍ଧା ବିଏମ୍‌ସି ଅଞ୍ଚଳରେ ୧୨୩୧ ଜଣ ‘କରୋନା’ରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୭୬ ଜଣ ସୁସ୍ଥ ହୋଇଛନ୍ତି। ଏବେ ୬୪୨ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story