ପୋଲାଭରମ ମାମଲାର ଶୁଣାଣି କରିବାକୁ ମନା କଲେ ଏନ୍ଜିଟି
- Published: Tuesday, 14 November 2017
- , Updated: 14 November 2017, 06:52 PM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସୁପ୍ରିମକୋର୍ଟରେ ପୋଲାଭରମ ମାମଲା ବିଚାରାଧୀନ ଥିବାରୁ ଶୁଣାଣି କରିବାକୁ ମନା କରିଦେଇଛନ୍ତି ଏନ୍‌ଜିଟି। ମୂଳ ମାମଲାର ସମସ୍ତ କପି ଦାଖଲ କରି ମାମଲାର ଶୁଣାଣି ନ କରିବାକୁ ଆବେଦନ କରିଥିଲେ ଆନ୍ଧ୍ରପ୍ରଦେଶ ସରକାର।</p>