ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ମାମଲା: ୪ ସପ୍ତାହରେ ରିପୋର୍ଟ ମାଗିଲେ NHRC

ରାୟଗଡ଼ା(ମାଉଡି ବାରିକ): ଋଷୀୟ ସାଂସଦ ପାଭେଲ୍ ଆଣ୍ଟୋଭ ଓ ତାଙ୍କ ବନ୍ଧୁ ଭ୍ଲାଦିମିର ବିଦାନୋଭଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ରିପୋର୍ଟ ତଲବ କରିଛନ୍ତି ଜାତୀୟ ମାନବାଧିକାର କମିଶନ (NHRC)। ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ରାୟଗଡ଼ା ଏସ୍‌ପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏପରିକି ଏହି ଘଟଣାର ସମାଧାନ ପାଇଁ କ’ଣ ସବୁ ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ ଅବଗତ କରିବାକୁ କି ନିର୍ଦ୍ଦେଶ ଦେଇଛନ୍ତି  NHRC  । ରୁଷ ନାଗରିକ ମୃତ୍ୟୁ ମାମଲାର ତଦନ୍ତ କରୁଥିବା ୫ […]

pic

pic

Niharika Rout
  • Published: Monday, 02 January 2023
  • Updated: 02 January 2023, 11:45 AM IST

Sports

Latest News

ରାୟଗଡ଼ା(ମାଉଡି ବାରିକ): ଋଷୀୟ ସାଂସଦ ପାଭେଲ୍ ଆଣ୍ଟୋଭ ଓ ତାଙ୍କ ବନ୍ଧୁ ଭ୍ଲାଦିମିର ବିଦାନୋଭଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ରିପୋର୍ଟ ତଲବ କରିଛନ୍ତି ଜାତୀୟ ମାନବାଧିକାର କମିଶନ (NHRC)। ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ରାୟଗଡ଼ା ଏସ୍‌ପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏପରିକି ଏହି ଘଟଣାର ସମାଧାନ ପାଇଁ କ’ଣ ସବୁ ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ ଅବଗତ କରିବାକୁ କି ନିର୍ଦ୍ଦେଶ ଦେଇଛନ୍ତି  NHRC  ।

ରୁଷ ନାଗରିକ ମୃତ୍ୟୁ ମାମଲାର ତଦନ୍ତ କରୁଥିବା ୫ ଜଣିଆ  କ୍ରାଇମବ୍ରାଞ୍ଚ ଟିମ୍  ଡିଏସ୍‌ପି ସରୋଜ କୁମାର ମହାନ୍ତଙ୍କ ଖୋଳତାଡ଼ କରୁଛି।   ଗତକାଲି ହୋଟେଲ ମାଲିକ ଅରବିନ୍ଦ ସାହୁଙ୍କୁ ପଚରାଉଚରା କରାଯାଇଥିବା ବେଳେ  ଆଜି ଚତୁର୍ଥ ଦିନରେ  ହୋଟେଲ ମ୍ୟାନେଜର ଓ କର୍ମଚାରୀଙ୍କୁ ଗୁଡ଼ାଇ ତୁଡ଼ାଇ ପଚାରିବ ଟିମ୍‌। ତଦନ୍ତର ଦ୍ୱିତୀୟ ଦିନରେ ମଶାଣିକୁ ଯାଇ ପାଉଁଶ ସଂଗ୍ରହ କରିଥିଲା ଟିମ୍ । ଏହାପରେ ପାଭେଲ୍ ପଡ଼ିଥିବା ସ୍ଥାନକୁ ଯାଇ ତନାଘନା କରିବା ସହ ସେଠାରୁ ତାଙ୍କ ଚପଲ ଜବତ କରାଯାଇଥିଲା।

ଏହାପରେ ସେ ରହୁଥିବା ହୋଟେଲର ୨୦୨ ନମ୍ବର ରୁମ୍‌କୁ ଫିଙ୍ଗର ପ୍ରିଣ୍ଟ ସଂଗ୍ରହ ସହ କିଛି ମଦ ବୋତଲ ବି ସଂଗ୍ରହ ହୋଇଥିବା ଜଣାଯାଇଛି। ତେଣୁ ଘଟଣା ଦିନ ପାଭେଲଙ୍କ ରୁମ୍‌କୁ କିଏ କିଏ ଆସିଥିଲେ ତାହାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ ଟିମ୍ ।

ଅଟକ ରୁଷୀୟ ପର୍ଯ୍ୟଟକଙ୍କ ଉପରେ କେନ୍ଦ୍ରୀୟ ଓ ରାଜ୍ୟ ଗୁଇନ୍ଦା ବିଭାଗ ନଜର ରଖିଛି। ତେଣୁ ଏହି ମାମଲାରେ ଆବଶ୍ୟକ ପଡିଲେ ଇଣ୍ଟରପୋଲର ସହାୟତା ନିଆଯିବ ବୋଲି ସୂଚନା ଦେଇଛନ୍ତି ପୁଲିସ ଡିଜି ସୁନୀଲ ବଂଶଲ ।  ଏହି ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ ଟିମ୍‌ କରୁଥିବା ବେଳେ ସେଥିରେ ବଛା ବଛା ଅଫିସର ଅଛନ୍ତି। ଏମିତି ନୁହେଁ ଯେ ରହସ୍ୟ ୨/୩ ଦିନ ଭିତରେ ସାମ୍ନାକୁ ଚାଲି ଆସିବ। ତେବେ ସବୁ ଦିଗକୁ ଲକ୍ଷ୍ୟରେ ରଖି ତଦନ୍ତ ହେଉଛି। ତଦନ୍ତ ବେଳେ ଯାହା ଦରକାର ପଡ଼ିବ କରାଯିବ ବୋଲି କହିଛନ୍ତି ଡିଜି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story