ନୀଳଗିରି: ଅଙ୍ଗନୱାଡି ସହାୟିକା ଓ ବିଜୁ ପକ୍କାଘର ବଣ୍ଟନରେ ଅନିୟମିତତା ଅଭିଯୋଗରେ ଆମରଣ ଅନଶନ

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକର ସଂଗ୍ରାମପୁର  ଅଙ୍ଗନୱାଡି କେନ୍ଦ୍ର-୧ରେ ସହାୟିକା ନିଯୁକ୍ତି ଓ ବିଜୁ ପକ୍କାଘର ବଣ୍ଟନରେ ଅନିୟମିତତା ହୋଇଥିବା ଅଭିଯୋଗରେ ଗ୍ରାମବାସୀ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୨୫ ତାରିଖଠାରୁ ଆମରଣ ଅନଶନରେ ବସିଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ଯେ, ଗାଁରେ ଅଙ୍ଗନୱାଡିରେ ସହାୟିକା ନିଯୁକ୍ତି ପାଇଁ ୨୦୧୧ରେ ନୋଟିଫିକେସନ କରାଯାଇ ମହିଳା ସଭା କରାଯାଇଥିଲା । ସହାୟିକା ପାଇଁ ୫ଜଣ ଆଶାୟୀ ଥିଲେ । ମହିଳା ସଭା ନିୟମ ଅନୁସାରେ ସହାୟିକା ଚୟନ […]

nilagiri

nilagiri

Rakesh Mallick
  • Published: Thursday, 27 August 2015
  • Updated: 27 August 2015, 03:40 AM IST

Sports

Latest News

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକର ସଂଗ୍ରାମପୁର  ଅଙ୍ଗନୱାଡି କେନ୍ଦ୍ର-୧ରେ ସହାୟିକା ନିଯୁକ୍ତି ଓ ବିଜୁ ପକ୍କାଘର ବଣ୍ଟନରେ ଅନିୟମିତତା ହୋଇଥିବା ଅଭିଯୋଗରେ ଗ୍ରାମବାସୀ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୨୫ ତାରିଖଠାରୁ ଆମରଣ ଅନଶନରେ ବସିଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ଯେ, ଗାଁରେ ଅଙ୍ଗନୱାଡିରେ ସହାୟିକା ନିଯୁକ୍ତି ପାଇଁ ୨୦୧୧ରେ ନୋଟିଫିକେସନ କରାଯାଇ ମହିଳା ସଭା କରାଯାଇଥିଲା । ସହାୟିକା ପାଇଁ ୫ଜଣ ଆଶାୟୀ ଥିଲେ । ମହିଳା ସଭା ନିୟମ ଅନୁସାରେ ସହାୟିକା ଚୟନ କରାଯାଇଥିଲା । ମାତ୍ର ତତ୍କାଳୀନ ସିଡିପିଓ ନିଯୁକ୍ତି ଦେଇ ନ ଥିଲେ । ଏହା ମଧ୍ୟରେ  ଜଣେ ପ୍ରାର୍ଥିନୀଙ୍କ ମୃତ୍ୟୁ ହୋଇଯାଇଛି । ୪ବର୍ଷ ପରେ ନୂଆ ସିଡିପିଓ ୨୦୧୧ର ପ୍ରାର୍ଥୀଙ୍କ ମଧ୍ୟରୁ ଜଣଙ୍କୁ ନିଯୁକ୍ତି ଦେଇଛନ୍ତି । ତେବେ ସବୁ ନିୟମକୁ ଉଲ୍ଲଂଘନ କରାଯାଇ ଏହି ନିଯୁକ୍ତି ଦିଆଯାଇଥିବା ଜିଲ୍ଲାପାଳ, ଉପଜିଲ୍ଲାପଳଙ୍କଠାରୁ ଆରମ୍ଭ କରି ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଅଭିଯୋଗ କରାଯାଇଥିଲେ ମଧ୍ୟ କିଛି ଲାଭ ହେଉନାହିଁ । ସେହିପରି ସଂଗ୍ରାମପୁରରେ ପଲ୍ଲିସଭାରେ ସ୍ଥାନ ପାଇଥିବା ବିଧବା, ଭିନ୍ନକ୍ଷମ ଓ ସ୍ୱାମୀ ପରିତ୍ୟକ୍ତାଙ୍କ ନାମ ବିଜୁ ପକ୍କା ଘର ପ୍ରଦାନ ଲାଗି ନାମ ଚୟନ କରାଯାଇଥିଲା । ମେତ୍ର ଆଜି ପର୍ଯ୍ୟନ୍ତ ଏହି ଯୋଜନାରେ ହିତାଧିକାରୀମାନଙ୍କୁ ପକ୍କା ଘର ଦିଆଯାଇ ନାହିଁ । ଏହାର ପ୍ରତିବାଦରେ ଗ୍ରାମବାସୀ ଗତ ୨୫ ତାରିଖରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ   ଅନଶନରେ ବସିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story