ନୀଳଗିରିରୁ ଅଚିହ୍ନା ଅପହୃତ ଶିଶୁ ଉଦ୍ଧାର

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ପଞ୍ଚଲିଙ୍ଗେଶ୍ୱର ଶୈବପୀଠ ନିକଟରୁ ଅଚିହ୍ନା ଅପହୃତ ଶିଶୁକୁ ସୋମବାର ରାତିରେ ପୋଲିସ୍ ଉଦ୍ଧାର କରିଛି। ଉଦ୍ଧାର ପରେ ଶିଶୁ କନ୍ୟାକୁ ଖାନନଗର ଚାଇଲ୍ଡ କେୟାରକୁ ପଠାଇ ଦିଆଯାଇଛି। ଦୁଇ ତିନି ଦିନ ହେବ ବଳି ଉଦ୍ଦେଶ୍ୟରେ ଆହ୍ଲାବାଦ ଷ୍ଟେସନରୁ ଶିଶୁଟିକୁ ଉଦ୍ଧାର କରାଯାଇଥିଲା। ଏ ନେଇ ସ୍ଥାନୀୟ ଲୋକ ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ୨ଅପହୃର୍ତ୍ତା ବାବାକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ୍। ସେମାନଙ୍କ […]

sisu

Rakesh Mallick
  • Published: Tuesday, 09 February 2016
  • , Updated: 09 February 2016, 03:34 AM IST

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ପଞ୍ଚଲିଙ୍ଗେଶ୍ୱର ଶୈବପୀଠ ନିକଟରୁ ଅଚିହ୍ନା ଅପହୃତ ଶିଶୁକୁ ସୋମବାର ରାତିରେ ପୋଲିସ୍ ଉଦ୍ଧାର କରିଛି। ଉଦ୍ଧାର ପରେ ଶିଶୁ କନ୍ୟାକୁ ଖାନନଗର ଚାଇଲ୍ଡ କେୟାରକୁ ପଠାଇ ଦିଆଯାଇଛି। ଦୁଇ ତିନି ଦିନ ହେବ ବଳି ଉଦ୍ଦେଶ୍ୟରେ ଆହ୍ଲାବାଦ ଷ୍ଟେସନରୁ ଶିଶୁଟିକୁ ଉଦ୍ଧାର କରାଯାଇଥିଲା। ଏ ନେଇ ସ୍ଥାନୀୟ ଲୋକ ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ୨ଅପହୃର୍ତ୍ତା ବାବାକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ୍। ସେମାନଙ୍କ ମଧ୍ୟରୁ ଜଣେ ଉତ୍ତରାଖଣ୍ଡ ହରିଦ୍ୱାରର କିରଣ ଗିରି ଆଉ ଜଣେ ଉତ୍ତରପ୍ରଦେଶ ଜେପିନଗର ନନ୍ଦୁ ଗିରି ବୋଲି  ପୋଲିସ କହିଛି।

Related story