୯ ଦାଦନ ଶ୍ରମିକ ଉଦ୍ଧାର

ରାଜଗାଙ୍ଗପୁର (ଗୌତମ ମିଶ୍ର): ରାଜଗାଙ୍ଗପୁର ଷ୍ଟେସନରୁ ୯ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ସମସ୍ତଙ୍କ ଘର ସୁନ୍ଦରଗଡ଼ ଜିଲ୍ଲା ତଳସରା ଅଞ୍ଚଳରେ। ଗତକାଲି ସନ୍ଧ୍ୟାରେ ଏହି ଶ୍ରମିକମାନେ ଗୋଆ ଯିବା ପାଇଁ ଷ୍ଟେସନରେ ଟ୍ରେନ୍‌କୁ ଅପେକ୍ଷା କରିଥିଲେ। ରାଜଗାଙ୍ଗପୁର ପୁଲିସ୍ କୌଣସି ସୂତ୍ରରୁ ଖବରପାଇ ସେମାନଙ୍କୁ ଉଦ୍ଧାର କରିଥିଲା। ରାଜଗାଙ୍ଗପୁର ଥାନା ଅଧିକାରୀ କହିଛନ୍ତି ଯେ, ସମସ୍ତ ଶ୍ରମିକ ସାବାଳକ। ନିଜ ଇଚ୍ଛାରେ ସେମାନେ ଦାଦନ ଖଟିବାକୁ ଯାଉଥିଲେ ବୋଲି କହିଛନ୍ତି। ଅଧିକ ତଦନ୍ତ ପାଇଁ ସମସ୍ତଙ୍କୁ […]

rajmnnn

rajmnnn

Tapaswini Nayak
  • Published: Wednesday, 17 July 2019
  • Updated: 17 July 2019, 01:55 PM IST

Sports

Latest News

ରାଜଗାଙ୍ଗପୁର (ଗୌତମ ମିଶ୍ର): ରାଜଗାଙ୍ଗପୁର ଷ୍ଟେସନରୁ ୯ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ସମସ୍ତଙ୍କ ଘର ସୁନ୍ଦରଗଡ଼ ଜିଲ୍ଲା ତଳସରା ଅଞ୍ଚଳରେ।

ଗତକାଲି ସନ୍ଧ୍ୟାରେ ଏହି ଶ୍ରମିକମାନେ ଗୋଆ ଯିବା ପାଇଁ ଷ୍ଟେସନରେ ଟ୍ରେନ୍‌କୁ ଅପେକ୍ଷା କରିଥିଲେ। ରାଜଗାଙ୍ଗପୁର ପୁଲିସ୍ କୌଣସି ସୂତ୍ରରୁ ଖବରପାଇ ସେମାନଙ୍କୁ ଉଦ୍ଧାର କରିଥିଲା।

ରାଜଗାଙ୍ଗପୁର ଥାନା ଅଧିକାରୀ କହିଛନ୍ତି ଯେ, ସମସ୍ତ ଶ୍ରମିକ ସାବାଳକ। ନିଜ ଇଚ୍ଛାରେ ସେମାନେ ଦାଦନ ଖଟିବାକୁ ଯାଉଥିଲେ ବୋଲି କହିଛନ୍ତି। ଅଧିକ ତଦନ୍ତ ପାଇଁ ସମସ୍ତଙ୍କୁ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story