୯ଟି ଟ୍ରାକ୍ଟରକୁ ୫୦,୦୦୦ ଟଙ୍କା ଜୋରିମାନା

କଣ୍ଟାବାଞ୍ଜି(ଅନ୍ତିମ ପାଣିଗ୍ରାହୀ): ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଉନ୍ଦେର ନଦୀ ସିନ୍ଧେକେଲା ବାଲି ଘାଟରୁ ବେଆଇନ ଭାବେ ବାଲି ଚୋରା ଚାଲାଣ ଘଟଣାରେ ରାଜସ୍ୱ ବିଭାଗ ୯ଟି ଟ୍ରକ୍ଟର ଜବତ କରିଛି। ସେହି ଟ୍ରାକ୍ଟରକୁ ୫୦,୦୦୦ ଟଙ୍କା ଜୋରିମାନା କରାଯାଇଛି। ରାଜସ୍ୱ ବିଭାଗ ପକ୍ଷରୁ ନଦୀ ବାଲିଘାଟକୁ ଜଣଙ୍କୁ ଲିଜ୍‌ ଦିଆଯାଇଥାଏ। ଲିଜଧାରୀଙ୍କ ଉପସ୍ଥିତିରେ ରୟାଲଟି ଫର୍ମ ଦେଲା ପରେ ଘାଟରୁ ବାଲି ଉଠାଇବାର ନିୟମ ରହିଛି। କିନ୍ତୁ ବଙ୍ଗୋମୁଣ୍ଡା ବ୍ଲକ୍‌ ସିନ୍ଧେକେଲା ଉନ୍ଦେର ନଦୀ ଘାଟରେ […]

tracter

tracter

Manoranjan Sial
  • Published: Thursday, 18 June 2020
  • Updated: 18 June 2020, 09:52 PM IST

Sports

Latest News

କଣ୍ଟାବାଞ୍ଜି(ଅନ୍ତିମ ପାଣିଗ୍ରାହୀ): ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଉନ୍ଦେର ନଦୀ ସିନ୍ଧେକେଲା ବାଲି ଘାଟରୁ ବେଆଇନ ଭାବେ ବାଲି ଚୋରା ଚାଲାଣ ଘଟଣାରେ ରାଜସ୍ୱ ବିଭାଗ ୯ଟି ଟ୍ରକ୍ଟର ଜବତ କରିଛି। ସେହି ଟ୍ରାକ୍ଟରକୁ ୫୦,୦୦୦ ଟଙ୍କା ଜୋରିମାନା କରାଯାଇଛି।

ରାଜସ୍ୱ ବିଭାଗ ପକ୍ଷରୁ ନଦୀ ବାଲିଘାଟକୁ ଜଣଙ୍କୁ ଲିଜ୍‌ ଦିଆଯାଇଥାଏ। ଲିଜଧାରୀଙ୍କ ଉପସ୍ଥିତିରେ ରୟାଲଟି ଫର୍ମ ଦେଲା ପରେ ଘାଟରୁ ବାଲି ଉଠାଇବାର ନିୟମ ରହିଛି। କିନ୍ତୁ ବଙ୍ଗୋମୁଣ୍ଡା ବ୍ଲକ୍‌ ସିନ୍ଧେକେଲା ଉନ୍ଦେର ନଦୀ ଘାଟରେ ଏହି ନିୟମକୁ ପାଳନ କରାଯାଉନି। ଏଠାରୁ ବେଧଡ଼କ ଭାବେ ବାଲି ଚୋରା ଚାଲାଣ ହେଉଥିଲା। ଯାହା ଦ୍ୱାରା ସରକାର କୋଟି କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି। ବାଲି ମାଫିଆମାନେ ମାଲାମାଲ୍‌ ହେଉଛନ୍ତି।

ଏନେଇ ଅଭିଯୋଗ ହେବା ପରେ ତତ୍ପର ହୋଇଥିଲା ରାଜସ୍ୱ ବିଭାଗ। ସିନ୍ଧେକେଲା ପାଣି ଟାଙ୍କି ପାଖରୁ ୯ଟି ବାଲି ବୋଝେଇ ଟ୍ରାକ୍ଟରକୁ ଆର୍‌ଆଇ ଏଲ.ନ୍‌. ବେହେରା ସିନ୍ଧେକେଲା ପୁଲିସ ସାହାଯ୍ୟରେ ଜବତ କରିଛନ୍ତି। ବାଲି ବୋଝେଇ ଟ୍ରାକ୍ଟର ଗୁଡ଼ିକୁ ସିନ୍ଧେକେଲା ଥାନାକୁ ଅଣାଯାଇଛି। ୫୦,୦୦୦ ଟଙ୍କା ଜୋରିମାନା କରି ସମସ୍ତ ଟ୍ରାକ୍ଟରକୁ ଛଡା ଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story