ପଛରେ ଚାଲିଛନ୍ତି ପିସିସି ସଭାପତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦୁଇଟି ଆସନରୁ ପ୍ରାର୍ଥୀ ହୋଇଥିବା ବେଳେ ଦୁଇଟି ଯାକ ଆସନରେ ପଛରେ ଚାଲିଛନ୍ତି। ଉଭୟ ଘସିପୁରା ଓ ଭଣ୍ଡାରିପୋଖରୀରେ ସେ ପଛରେ ଚାଲିଛନ୍ତି। ଘସିପୁରାରେ ବିଜେଡି ପ୍ରାର୍ଥୀ ତଥା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଆଗରେ ଅଛନ୍ତି। ସେହିଭଳି ଭଣ୍ଡାରିପୋଖରୀରେ ବିଜେପି ପ୍ରାର୍ଥୀ ପ୍ରଫୁଲ୍ଲା ସାମଲ ପ୍ରାର୍ଥୀ ହୋଇଛନ୍ତି। 

niranjan

Tapaswini Nayak
  • Published: Thursday, 23 May 2019
  • , Updated: 23 May 2019, 11:08 AM IST

Related story