ରାଜ୍ୟରେ ୯୦ ସ୍କୁଲରେ ନାହିଁ କଳାପଟା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସଜାଡ଼ିବା ସହ ଭିତ୍ତିଭୂମି ସୁଦୃଢ କରିବାକୁ ସରକାର ନେଉଛନ୍ତି ବିଭିନ୍ନ ପଦକ୍ଷେପ। ପିଲାଙ୍କୁ ପାଠପଢ଼ା ପ୍ରତି ଆକୃଷ୍ଟ କରିବାକୁ ମାଗଣା ମଧ୍ୟାହ୍ନ ଭୋଜନ ସମେତ ୟୁନିଫର୍ମ, ବହିପତ୍ର ମଧ୍ୟ ଯୋଗାଇ ଦିଆଯାଉଛି। ଛାତ୍ରଛାତ୍ରଙ୍କ ଭବିଷ୍ୟତ ଗଢ଼ିବାକୁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ଡିଣ୍ଡିମ ପିଟୁଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ କିଛି ଭିନ୍ନ କଥା କହୁଛି।   । ଏବେ ବି ରାଜ୍ୟରେ ଥିବା ସ୍କୁଲ ମଧ୍ୟରୁ ୯୦ଟିରେ […]

school

school

Niharika Rout
  • Published: Wednesday, 26 February 2020
  • Updated: 26 February 2020, 01:45 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସଜାଡ଼ିବା ସହ ଭିତ୍ତିଭୂମି ସୁଦୃଢ କରିବାକୁ ସରକାର ନେଉଛନ୍ତି ବିଭିନ୍ନ ପଦକ୍ଷେପ। ପିଲାଙ୍କୁ ପାଠପଢ଼ା ପ୍ରତି ଆକୃଷ୍ଟ କରିବାକୁ ମାଗଣା ମଧ୍ୟାହ୍ନ ଭୋଜନ ସମେତ ୟୁନିଫର୍ମ, ବହିପତ୍ର ମଧ୍ୟ ଯୋଗାଇ ଦିଆଯାଉଛି। ଛାତ୍ରଛାତ୍ରଙ୍କ ଭବିଷ୍ୟତ ଗଢ଼ିବାକୁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ଡିଣ୍ଡିମ ପିଟୁଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ କିଛି ଭିନ୍ନ କଥା କହୁଛି।   ।

ଏବେ ବି ରାଜ୍ୟରେ ଥିବା ସ୍କୁଲ ମଧ୍ୟରୁ ୯୦ଟିରେ କଳାପଟା ବ୍ୟବସ୍ଥା ନାହିଁ। ଏକଥା ଖୋଦ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି। ବିଧାନସଭାରେ ବିଧାୟକ ମୋହନ ମାଝୀଙ୍କ ପ୍ରଶ୍ନରେ ଏପରି ଉତ୍ତର ରଖିଛନ୍ତି ମନ୍ତ୍ରୀ ଦାସ। ଏହାବ୍ୟତୀତ ମନ୍ତ୍ରୀ ଆହୁରି ଏପରି ବହୁ ତଥ୍ୟ ରଖିଛନ୍ତି, ଯାହାଦ୍ୱାରା ରାଜ୍ୟରେ ଥିବା ସ୍କୁଲମାନଙ୍କର ଭିତ୍ତିଭୂମି କେଉଁ ଅବସ୍ଥାରେ ଅଛି ଓ ସେଠାରେ କିପରି ପାଠପଢ଼ା ଚାଲିଛି ତାହା ସ୍ପଷ୍ଟ ଭାବେ ଅନୁମାନ କରିହେଉଛି।

ରାଜ୍ୟର ବିଭିନ୍ନ ସ୍କୁଲରେ ଭିତ୍ତିଭୂମି ଅଭାବ ନେଇ ଗୃହରେ ତଥ୍ୟ ଦେଇ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ୫୩, ୬୭୦ଟି ସ୍କୁଲରେ ବିଦ୍ୟୁତ୍‌ ସଂଯୋଗ ହୋଇ ନ ଥିବା ବେଳେ, ୩୭, ୬୪୫ଟି ସ୍କୁଲରେ ଖେଳପଡ଼ିଆ ନାହିଁ। ଏହାବ୍ୟତୀତ ୩୪, ୩୯୪ଟି ବିଦ୍ୟାଳୟରେ ପାଣି ସହିତ ଶୌଚାଳୟର ବ୍ୟବସ୍ଥା ନାହିଁ। ୨୪୫୧ଟି ସ୍କୁଲରେ ଲାଇବ୍ରେରୀ ନ ଥିବା ବେଳେ ୧୬, ୩୬୮ଟି ବିଦ୍ୟାଳୟରେ ପାଚେରୀ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story