ନୋହୋର୍ଡିଂ ଜୋନରୁ ପୋଷ୍ଟର ହଟାଇଲା ଓଡ଼ିଆଭାଷା ସ୍ୱାଭିମାନ ମଞ୍ଚ

ଭୁବନେଶ୍ୱର: ରାଜଭବନ ଛକରେ ଥିବା ଉତ୍କଳ ଗୌରବ ମଧୂସୁଦନ ଦାସଙ୍କ ପ୍ରତିମୂର୍ତ୍ତି ନିକଟରେ ପୋଷ୍ଟର ମାରି ବିଭିନ୍ନ ରାଜନୈତିକ ଦଳ  ମଧୁବାବାଙ୍କୁ ଅପମାନ କରିଥିବା ଅଭିଯୋଗ କରିଛନ୍ତି ବୁଦ୍ଧିଜୀବୀ । ଏନେଇ ଶନିବାର ସକାଳେ ଏସବୁ ପୋଷ୍ଟରକୁ ଓଡ଼ିଆ ଭାଷା ସ୍ୱାଭିମାନ ମଞ୍ଚ ପକ୍ଷରୁ ହଟାଇ ଦିଆଯାଇଛି। ନୋ ପୋଷ୍ଟର ଜୋନରେ ଏଭଳି ପୋଷ୍ଟର ମାରିବା ନେଇ  ମଧ୍ୟ ମଞ୍ଚ ପକ୍ଷରୁ  ନିନ୍ଦା କରାଯାଇଛି। ପାରାଦୀପ ତୈଳ ବିଶୋଧନାଗାର ଉଦଘାଟନକୁ ନେଇ ଉଭୟ ବିଜେପି-ବିଜେଡି ନେତାଙ୍କ ଫଟୋଥିବା […]

poster

Rakesh Mallick
  • Published: Saturday, 06 February 2016
  • , Updated: 06 February 2016, 05:07 AM IST

ଭୁବନେଶ୍ୱର: ରାଜଭବନ ଛକରେ ଥିବା ଉତ୍କଳ ଗୌରବ ମଧୂସୁଦନ ଦାସଙ୍କ ପ୍ରତିମୂର୍ତ୍ତି ନିକଟରେ ପୋଷ୍ଟର ମାରି ବିଭିନ୍ନ ରାଜନୈତିକ ଦଳ  ମଧୁବାବାଙ୍କୁ ଅପମାନ କରିଥିବା ଅଭିଯୋଗ କରିଛନ୍ତି ବୁଦ୍ଧିଜୀବୀ । ଏନେଇ ଶନିବାର ସକାଳେ ଏସବୁ ପୋଷ୍ଟରକୁ ଓଡ଼ିଆ ଭାଷା ସ୍ୱାଭିମାନ ମଞ୍ଚ ପକ୍ଷରୁ ହଟାଇ ଦିଆଯାଇଛି। ନୋ ପୋଷ୍ଟର ଜୋନରେ ଏଭଳି ପୋଷ୍ଟର ମାରିବା ନେଇ  ମଧ୍ୟ ମଞ୍ଚ ପକ୍ଷରୁ  ନିନ୍ଦା କରାଯାଇଛି।

ପାରାଦୀପ ତୈଳ ବିଶୋଧନାଗାର ଉଦଘାଟନକୁ ନେଇ ଉଭୟ ବିଜେପି-ବିଜେଡି ନେତାଙ୍କ ଫଟୋଥିବା ବହୁ ସଂଖ୍ୟାରେ ପୋଷ୍ଟର ମଧୁବାବୁଙ୍କ ପ୍ରତିମୂର୍ତ୍ତି ସ୍ଥଳରେ ଲଗାଯାଇଥିଲା।

Related story