କରୋନା ପାଇଁ ରମଜାନରେ ସମୂହ ନମାଜ ପାଠ ମନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣ ଆଶଙ୍କାରେ ଚଳିତବର୍ଷ ରାଜଧାନୀ ଭୁବନେଶ୍ୱରରେ ରମଜାନ୍ ପାଳନ ଉପରେ କେତେକ କଟକଣା ଜାରି ହୋଇଛି। ଆଜି ରାଜଧାନୀ ଭୁବନେଶ୍ୱରର ୧୨ଟି ମସଜିଦ୍ ମୁଖ୍ୟଙ୍କ ସହ କମିଶନରେଟ ପୁଲିସର ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ନିଷ୍ପତ୍ତି ଅନୁସାରେ ରାଜଧାନୀର କୌଣସି ମସଜିଦରେ ସମୂହ ନମାଜ ପାଠ ହେବନି। ଇଫତାର ପାର୍ଟି ପାଳନ ଉପରେ ମଧ୍ୟ କଟକଣା ଜାରି ହୋଇଛି। ତେବେ ସାମାଜିକ ଦୂରତ୍ୱ ରକ୍ଷା କରି ଘରେ ଇଫତାର ଓ […]

jama_pic2-1

jama_pic2-1

Tapas Behera
  • Published: Wednesday, 22 April 2020
  • Updated: 22 April 2020, 07:05 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣ ଆଶଙ୍କାରେ ଚଳିତବର୍ଷ ରାଜଧାନୀ ଭୁବନେଶ୍ୱରରେ ରମଜାନ୍ ପାଳନ ଉପରେ କେତେକ କଟକଣା ଜାରି ହୋଇଛି। ଆଜି ରାଜଧାନୀ ଭୁବନେଶ୍ୱରର ୧୨ଟି ମସଜିଦ୍ ମୁଖ୍ୟଙ୍କ ସହ କମିଶନରେଟ ପୁଲିସର ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।
ନିଷ୍ପତ୍ତି ଅନୁସାରେ ରାଜଧାନୀର କୌଣସି ମସଜିଦରେ ସମୂହ ନମାଜ ପାଠ ହେବନି। ଇଫତାର ପାର୍ଟି ପାଳନ ଉପରେ ମଧ୍ୟ କଟକଣା ଜାରି ହୋଇଛି। ତେବେ ସାମାଜିକ ଦୂରତ୍ୱ ରକ୍ଷା କରି ଘରେ ଇଫତାର ଓ ନମାଜ ପାଠ କରିବାକୁ ମୁସଲିମ ସମୁଦାୟର ଧାର୍ମିକ ନେତାମାନେ ସମ୍ମତି ଜଣାଇଥିବା ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos