ସାବଧାନ! ସିଂହଦ୍ୱାର ଏବେ ସଂପୂର୍ଣ୍ଣ ‘ନୋ ପାର୍କିଂ ଜୋନ୍‌’

ପୁରୀ (ମଧୁସୂଦନ ମିଶ୍ର): ପୁରୀରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଆରମ୍ଭ ହୋଇଛି। ଦର୍ଶନ ବ୍ୟବସ୍ଥାକୁ ଅଧିକ ଶୃଙ୍ଖଳିତ କରିବା ପାଇଁ ଟ୍ରାଫିକ୍‌ ନିୟନ୍ତ୍ରଣ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ସେଥିପାଇଁ ସିଂହଦ୍ୱାରକୁ ସମ୍ପୂର୍ଣ୍ଣ ନୋ ପାର୍କିଂ ଜୋନ୍‌ ଏବଂ ନୋ ବେଗିଂ ଜୋନ୍‌ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ସିଂହଦ୍ୱାର ସମ୍ମୁଖରେ ଥିବା ସମସ୍ତ ଉଠାଦୋକାନୀଙ୍କୁ ଉଠାଇ ଦିଆଯିବା ସହ ଚାରିଚକିଆ ଓ ଦୁଇଚକିଆ ଯାନ ପାର୍କିଂକୁ ସମ୍ପୂର୍ଣ୍ଣ ନିଷିଦ୍ଧ ଘୋଷଣା କରାଯାଇଛି। ସିଂହଦ୍ୱାର ସାମ୍ନାରୁ […]

puri

puri

Jitendra Garnayak
  • Published: Monday, 11 March 2019
  • Updated: 11 March 2019, 09:07 AM IST

ପୁରୀ (ମଧୁସୂଦନ ମିଶ୍ର): ପୁରୀରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଆରମ୍ଭ ହୋଇଛି। ଦର୍ଶନ ବ୍ୟବସ୍ଥାକୁ ଅଧିକ ଶୃଙ୍ଖଳିତ କରିବା ପାଇଁ ଟ୍ରାଫିକ୍‌ ନିୟନ୍ତ୍ରଣ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ସେଥିପାଇଁ ସିଂହଦ୍ୱାରକୁ ସମ୍ପୂର୍ଣ୍ଣ ନୋ ପାର୍କିଂ ଜୋନ୍‌ ଏବଂ ନୋ ବେଗିଂ ଜୋନ୍‌ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି।

ସିଂହଦ୍ୱାର ସମ୍ମୁଖରେ ଥିବା ସମସ୍ତ ଉଠାଦୋକାନୀଙ୍କୁ ଉଠାଇ ଦିଆଯିବା ସହ ଚାରିଚକିଆ ଓ ଦୁଇଚକିଆ ଯାନ ପାର୍କିଂକୁ ସମ୍ପୂର୍ଣ୍ଣ ନିଷିଦ୍ଧ ଘୋଷଣା କରାଯାଇଛି। ସିଂହଦ୍ୱାର ସାମ୍ନାରୁ ଭିଡ଼କୁ କିପରି ନିୟନ୍ତ୍ରଣ କରାଯାଇପାରିବ, ତା’ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ଏହାସହ ୨୪ ଘଣ୍ଟିଆ ଟ୍ରାଫିକ୍‌ ବ୍ୟବସ୍ଥା କରାଯାଇଛି।

ବିଶେଷ କରି ଯେତେବେଳ ପର୍ଯ୍ୟନ୍ତ ଭକ୍ତମାନେ ଶ୍ରୀମନ୍ଦିରକୁ ଯିବାଆସିବା କରୁଛନ୍ତି, ସେ ପର୍ଯ୍ୟନ୍ତ ଟ୍ରାଫିକ୍‌ ବ୍ୟବସ୍ଥାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ଦାସ କହିଛନ୍ତି।

ସେପଟେ ପୂର୍ବରୁ ଘୋଷଣା ହୋଇଥିବା ନୋ ବେଗିଂ ଜୋନ୍‌କୁ ମଧ୍ୟ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ସିଂହଦ୍ୱାର ସାମ୍ନାରେ ଭିକ୍ଷାବୃତ୍ତି କରୁଥିବା ଭିକ୍ଷୁକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ।

ଶ୍ରୀମନ୍ଦିର ସୁରକ୍ଷା ଦୃଷ୍ଟିରୁ ନୋ ପାର୍କିଂ ଏବଂ ନୋ ବେଗିଂ ଜୋନ୍‌ ଘୋଷଣା ହୋଇଥିବାରୁ ଜିଲ୍ଲା ପ୍ରଶାସନର ଏଭଳି ପଦକ୍ଷେପକୁ ସେବାୟତ ଓ ପର୍ଯ୍ୟଟକ ସ୍ୱାଗତ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story