ଆରୋଗ୍ୟ ହେଲେ ୩୩୬୩ କରୋନା ଆକ୍ରାନ୍ତ; କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆରୋଗ୍ୟ ହେଲେ ୩୩୬୩ କରୋନା ଆକ୍ରାନ୍ତ। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ମୋଟ୍‌ ୧୧୮୬୪୨ କରୋନାରୁ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି। 22 from Malkangiri17 from Nuapada4 from Deogarh The total recovered cases of Odisha now stand at 118642 — H & FW Dept Odisha (@HFWOdisha) September 13, 2020 […]

novel corona

novel corona

Manoranjan Sial
  • Published: Sunday, 13 September 2020
  • Updated: 13 September 2020, 08:11 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆରୋଗ୍ୟ ହେଲେ ୩୩୬୩ କରୋନା ଆକ୍ରାନ୍ତ। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ମୋଟ୍‌ ୧୧୮୬୪୨ କରୋନାରୁ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି।

https://twitter.com/HFWOdisha/status/1305141876064792577?s=20

ଆଜି ଆରୋଗ୍ୟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ଖୋର୍ଦ୍ଧାରୁ ସର୍ବାଧିକ ୮୦୬ ଜଣ ଅଛନ୍ତି। ସେହିପରି କଟକରୁ ୩୪୮, ପୁରୀରୁ ୨୮୦, ମୟୂରଭଞ୍ଜରୁ ୨୦୬, ରାୟଗଡ଼ାରୁ ୧୭୩, ଭଦ୍ରକରୁ ୧୪୪, ସୁନ୍ଦରଗଡ଼ରୁ ୧୨୦, ଝାରସୁଗୁଡ଼ାରୁ ୧୧୯, ବରଗଡ଼ରୁ ୧୧୬, ଗଞ୍ଜାମରୁ ୧୧୦, କଳାହାଣ୍ଡିରୁ ୮୯, ସୁବର୍ଣ୍ଣପୁରରୁ ୮୭, କନ୍ଧମାଳରୁ ୮୫, କୋରାପୁଟରୁ ୭୧, ବାଲେଶ୍ୱରରୁ ୬୬, ସମ୍ବଲପୁରରୁ ୬୬, ବୌଦ୍ଧରୁ ୬୫, ନୟାଗଡ଼ରୁ ୫୮, କେନ୍ଦୁଝରରୁ ୫୧, କେନ୍ଦ୍ରାପଡ଼ାରୁ ୪୪, ଯାଜପୁରରୁ ୪୦, ବଲାଙ୍ଗିରରୁ ୩୯, ଜଗତସିଂହପୁରରୁ ୩୧, ଗଜପତିରୁ ୨୯, ଅନୁଗୋଳରୁ ୨୮, ଢେଙ୍କାନାଳରୁ ୨୫, ନବରଙ୍ଗପୁରରୁ ୨୪, ମାଲକାନଗିରିରୁ ୨୨, ନୂଆପଡ଼ାରୁ ୧୬ ଓ ଦେବଗଡ଼ରୁ ୪ ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story